Daily Archives

January 6, 2022

ଇଟାଲୀରୁ ଅମୃତସର ଆସିଥିବା ବିମାନରୁ ବାହାରିଲେ ୧୨୫ କରୋନା ପଜିଟିଭ, ରିପୋର୍ଟକୁ ଭୁଲ ଦର୍ଶାଇ ଯାତ୍ରୀଙ୍କ ହଟ୍ଟଗୋଳ

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲଇଛି । ଦୈନଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢାଇଛି । ଏହି କ୍ରମରେ ଇଟାଲୀରୁ ଅମୃତସର ଆସିଥିବା ଏୟାର ଇଣ୍ଡିଆର…

୧୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା: ପଶ୍ଚିମା ଝଡ ପ୍ରଭାବରେ ହେବ ବର୍ଷା

କନକ ବ୍ୟୁରୋ: ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ ବୋଲି ଆକଳନ କରିଛି…

ଏବେ ପେଟ୍ରୋଲ ଡିଜେଲର ଚିନ୍ତା ଗଲା । ଏଣିକି ପାଣିରେ ଚାଲିବ ଗାଡି

କନକ ବ୍ୟୁରୋ: ଯଦି ଆପଣଙ୍କୁ ୧୦୦ ଟଙ୍କାରେ ୧୦୦ କିଲୋମିଟର ଯାତ୍ରା କରିବାକୁ କୁହାଯାଏ, ଅପଣ ଭାବିବେ ପାଗଳାମୀ । ପେଟ୍ରୋଲ , ଡିଜେଲର ଆକାଶ ଛୁଆଁ ଦର ଭିତରେ ଏହା କାଳ୍ପନିକ କଥା ଭଳି ଲାଗିବ ନିଶ୍ଚୟ । ହେଲେ ସେ ଦିନ ପାଖେଇ ଆସୁଛି, ଯେବେ କାଳ୍ପନିକ ମନେହେଉଥିବା ଏହି କଥା ସତ ହେବ । । ଏହି…

ଛେପ ପକାଇ ଚୁଟି କାଟିଲେ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବ । ରାଗିଗଲେ ମହିଳା ।

କନକ ବ୍ୟୁରୋ: ସେଲୁନ୍ ବା ବିୟୁଟି ପାର୍ଲରରେ ପାଣି ସ୍ପ୍ରେ କରି ଚୁଟି କଯାଯିବା କଥା ଆପଣ ଜାଣିଥିବେ । ହେଲେ ଯଦି ଆପଣଙ୍କ ଚୁଟିରେ ଛେପ ପକାଇ ଚୁଟି କଟାଯାଏ କ’ଣ କରିବେ ରାଗିଯିବେ ନାଁ । ଏମିତି କିଛି ଘଟିବା ପରେ ଷ୍ଟେଜ୍ ଉପରେ ଜଣେ ମହିଳା ରାଗିଯାଇଥିଲେ । ଆଉ ଏପରି ଅଜବ କାଣ୍ଡ କରିଥିଲେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଟିକାୟତ କହିଲେ, ଲୋକଙ୍କ ସହାନୁଭୂତି ନେବାକୁ ଏଭଳି ହୋଇଥିଲା, ୧୨୦ କିଲୋମିଟର…

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଭୟଙ୍କର ତ୍ରୁଟି । ଫ୍ଲାଏଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ଫଶି ରହିବା ଘଟଣାକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି…

ସଂକ୍ରମଣ ବଢୁଛି, ଟେଷ୍ଟିଂ ବଢାଅ: ଓଡିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଛି, ଟେଷ୍ଟିଂ ବଢାଅ । କେନ୍ଦ୍ର ସରକାର ଏଥିପାଇଁ ଓଡିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ପିଜିଟିଭିଟି ରେଟ୍ ଅଧିକ ରହିଛି ।…