Daily Archives

November 30, 2021

୧୨୯ ବର୍ଷ ପରେ…ଡିସେମ୍ବରରେ ଆସୁଛି ବଡ଼ ବାତ୍ୟା ? ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ ।

କନକ ବ୍ୟୁରୋ : ଓଡ଼ିଶାକୁ ପ୍ରତିବର୍ଷ ଅନେକ ବାତ୍ୟା ଆସେ, ଏବଂ କିଛି ବାତ୍ୟା ତାଣ୍ଡବଲୀଳା ରଚି କ୍ଷୟକ୍ଷତିର ଚିହ୍ନ ଛାଡିଦେଇଯାଏ । କିନ୍ତୁ ଆଗାମୀ ଡିସେମ୍ବର ୩ରୁ ୫ ତାରିଖ ଭିତରେ ଆସୁଥିବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଯୱାଦ’କୁ ନେଇ ଏବେ ବଢିଛି ଚର୍ଚ୍ଚା । ୧୨୯ ବର୍ଷ ପରେ... କୌଣସି…

ମମିତା ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍, ତଦନ୍ତରେ…

କନକ ବ୍ୟୁରୋ : ମମିତା ହାତ୍ୟା ମାମଲାରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ । ମମିତା ହତ୍ୟା ମାମଲାରେ ଯେଉଁ ତଦନ୍ତ ହେଉଛି ତାହାର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ । ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହାପୂର୍ବରୁ ମମିତା ମୃତ୍ୟୁ…

ଆପଣଙ୍କ ଆଧାର କାର୍ଡରେ ଆଉ କିଏ କିଣିଛି କି ସିମ୍ ? ପଢନ୍ତୁ କେମିତି ଜାଣିବେ ।

କନକ ବ୍ୟୁରୋ : ଆପଣଙ୍କ ପରିଚୟ ପତ୍ରରେ ଆଉ କିଏ କିଣିଛି କି ସିମ୍ ? କେମିତି କରିବେ ଅନୁସନ୍ଧାନ ? ଆପଣ ଜାଣିଥିବେ, ଯେ ସିମ୍ କାର୍ଡ କିଣିବା ବେଳେ, ପରିଚୟ ପତ୍ର ନିହାତି ଆବଶ୍ୟକ । ଅର୍ଥାତ ଯଦି ଆପଣ ନୂଆ ସିମ୍ କାର୍ଡଟିଏ କିଣୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଫଟୋ ଏବଂ ଆଧାରକାର୍ଡର କପି…

ଫନି ଭାଙ୍ଗିଥିଲା ଘର, ଏଯାଏଁ ମିଳୁନି ସହାୟତା । ନ୍ୟାୟ ପାଇଁ ତହସିଲ ଅଫିସ ବାରଣ୍ଡାରେ ପୂରା ପରିବାର

କନକ ବ୍ୟୁରୋ: ସରକାର ! ଆମକୁ ନ୍ୟାୟ ଦିଅ, ଆମେ କି ଭୁଲ କରିଥିଲୁ ଯେ ଆମକୁ ଏମିତି ଦଣ୍ଡ କାହିଁକି ଦେଉଛ ? ଆଉ କେତେ ଦିନ ଏମିତି ଏ ଭଙ୍ଗା ଘରେ ରହିବୁ ? ଫନିକୁ ତିନି ବର୍ଷ ବିତି ଗଲାଣି ଆଉ କେବେ ମିଳିବ ଘର? ଦୟାକରି ଆମକୁ ନ୍ୟାୟ ଦିଅ, ନ୍ୟାୟ ଦିଅ... ଶୀତ ରାତିରେ ଯେତେବେଳେ ସାରା ସହର…

ଭାରତକୁ ପ୍ରଂଶସା, ମୋଦୀଙ୍କୁ ଧନ୍ୟବାଦ ଦେଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର ପିଟରସନ ।

କନକ ବ୍ୟୁରୋ : ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତକୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପରେ ପୂରା ବିଶ୍ୱ ଚିନ୍ତାରେ ପଡିଥିବା ବେଳେ ଅନେକ ଦେଶ ଆଫ୍ରିକୀୟ ଦେଶ ସହ ଯାତାୟତ ଉପରେ କଟକଣା ଲଗାଇଛନ୍ତି । କିନ୍ତୁ…

ଆସୁଛି ବାତ୍ୟା! ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

କନକ ବ୍ୟୁରୋ: ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅରେଞ୍ଜ କିମ୍ବା ୟେଲୋ ୱାର୍ଣ୍ଣିଂ ଜିଲ୍ଲାରେ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ । ସେହିପରି ବିଭିନ୍ନ ସ୍ଥାନରେ ପାଣି ଜମିବା ସ୍ଥିତିକୁ…