Daily Archives

November 7, 2021

ସୈତାନ ପାକିସ୍ତାନ ସମୁଦ୍ର ମଝିରେ ଭାରତୀୟ ବୋଟ ଉପରେ କଲା ଫାୟାରିଂ । ଜଣେ ମତ୍ସ୍ୟଜୀବୀ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ : ସୈତାନ ପାକିସ୍ତାନ ପୁଣିଥରେ ନିଜର ଅସଲ ରୂପ ଦେଖାଇଲା । ସମୁଦ୍ର ମଝିରେ କଲା ଆକ୍ରମଣ । ଗୁଜୁରାଟ ଦ୍ୱାରକାର ସାମୁଦ୍ରିକ ଅଞ୍ଚଳରେ ଭାରତୀୟ ବୋଟ ଉପରେ ଅଚାନକ ଫାୟାରିଂ କରିଛି ପାକିସ୍ତାନ ନୌସେନା । ବିନା କାରଣରେ ଭାରତୀୟ ବୋଟ ଉପରେ ଫାୟାରିଂ କରିଛି ପାକିସ୍ତାନ । ଆଉ…

ଆମେରିକାରେ ଓଡିଶା ହ୍ୟାଣ୍ଡଲୁମ । କେନେଡି ସେଂଟରରେ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ରଙ୍କ ଡିଜାଇନ୍ ।

କନକ ବ୍ୟୁରୋ: ଆମେରିକାର କେନେଡି ସେଂଟରରେ ସ୍ଥାନ ପାଇଲା ଓଡ଼ିଶାର ବୟନଶିଳ୍ପ । ଓଡ଼ିଆ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ରଙ୍କ ଡିଜାଇନ୍ ଆମେରିକା ୱାଶିଂଟନ୍ରେ ଥିବା କେନେଡି ସେଂଟରରେ ସ୍ଥାନ ପାଇଛି । ଫ୍ୟାସନ୍ ଓ କଷ୍ଟ୍ୟୁମ୍ ଡିଜାଇନ୍କୁ ନେଇ ଗୋଟିଏ ସପ୍ତାହରେ ଆମେରିକାରେ ଦୁଇଟି କାର୍ଯ୍ୟକ୍ରମ…

ସହରାଞ୍ଚଳ ଗରିବଙ୍କ ଉପରେ ମହଙ୍ଗା ମାଡ । କ’ଣ କହୁଛି ରିପୋର୍ଟ ?

କନକ ବ୍ୟୁରୋ: ବୁଲେଟିନରେ ଏବେ ନଜର ପକାଇବା ଏକ ସମ୍ବେଦନଶୀଳ ଖବର ଉପରେ । ସହରାଂଚଳ ଗରିବଙ୍କୁ ଅଧିକ ବାଧୁଛି ମହଙ୍ଗା ମାଡ । କରୋନା କାଳରେ ଗରିବି ଓ ବେରୋଜଗର ସହ ଲଢୁଥିବା ଦେଶର ଏକ ବିରାଟ ବର୍ଗକୁ ଦରଦାମ ବୃଦ୍ଧିର ବୋଝ ସହିବାକୁ ପଡୁଛି । ଏତିକିବେଳେ ସାମ୍ନାକୁ ଆସିଛି ନ୍ୟାସନାଲ ସାମ୍ପୁଲ…

ପ୍ରଧାନମନ୍ତ୍ରୀ ହେଲେ କ’ଣ ରହିବ ରାହୁଲଙ୍କ ପ୍ରଥମ ପଦକ୍ଷେପ? ପ୍ରଶ୍ନର ଉତ୍ତରରେ କଣ କହିଲେ ରାହୁଲ ଜାଣନ୍ତୁ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ କେଉଁ କାମକୁ ପ୍ରଥମେ ପ୍ରାଧାନ୍ୟ ଦେବେ, ସେନେଇ ତାଙ୍କ ବନ୍ଧୁଙ୍କ ସହ ଏକ ଡିନର ପାର୍ଟିରେ ପ୍ରାକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ ମହିଳାଙ୍କୁ ସଂରକ୍ଷଣ ଦିଆଯିବ ବୋଲି କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ…

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ୮ଟି ଟିମ କଲେ କ୍ୱାଲିଫାଏ । ବାଦ୍ ପଡିଲା ଚାମ୍ପିୟନ ଟିମ୍ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ଟି ଟିମ୍ ସେମିଫାଇନାଲ ଟିକେଟ ହାତେଇଥିବା ବେଳେ ଆଉ ଗୋଟିଏ ସ୍ଥାନ ଖାଲି ରହିଛି । ୩ୟ ଟିମ୍ ଭାବେ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ ହାତେଇଛି । ତେବେ ଏହି ପରାଜୟ…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ସହ କଳାପତକା ପ୍ରଦର୍ଶନ । ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ…

କନକ ବ୍ୟୁରୋ : ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି । ବିରୋଧୀ ବିଜେପି ଏହି ଅଣ୍ଡାମାଡ କରିଥିବା ସୂଚନା…