Daily Archives

September 18, 2021

ଶିଖର ଛୁଇଁଲା ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ: ଶେଷରେ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର ସିଂ

କନକ ବ୍ୟୁରୋ: ଶିଖର ଛୁଇଁଲା ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ । ଶେଷରେ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର ସିଂ । ରାଜ୍ୟପାଳଙ୍କୁ ଭେଟି ପୁରା ମନ୍ତ୍ରୀପରିଷଦର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ନବଜ୍ୟୋତ ସିଦ୍ଧୁଙ୍କ ସହ ଚାଲିଥିବା ଲମ୍ବା ଟଣାଉଟଣା ପରେ ଶେଷରେ…

ମଣ୍ଡପରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: କରୋନା କାଳରେ ରୋଜଗାର କମିଯିବାରୁ ଆତ୍ମହତ୍ୟା କଲେ କି ଯୁବକ? 

କନକ ବ୍ୟୁରୋ: ପ୍ରକାଶ ବଳ । ଘର ଯାଜପୁର । ଭୁବନେଶ୍ୱର ଇନଫୋସିଟି ଅଂଚଳରେ ଏକ ମଣ୍ଡପରେ ଇଭେଂଟ ଆସିଷ୍ଟାଂଟ ଭାବେ କାମ କରନ୍ତି । ମଣ୍ଡପ ପକ୍ଷରୁ ବିବାହ, ବ୍ରତଘର ଓ ଅନ୍ୟାନ୍ୟ ସାମାଜିକ ସମାବେଶରେ ସହଯୋଗ କରିବା ଥିଲା ତାଙ୍କର କାମ । ଯେଉଁ ମଣ୍ଡପରେ କାମ କରୁଥିଲେ, ସେହି ମଣ୍ଡପରୁ ମିଳିଛି…

ଇକମୋ ବଂଚାଇଲା କଅଁଳା ଶିଶୁର ଜୀବନ: ଏମ୍ସରେ ନୂଆ ଜୀବନ ପାଇଲା ୨୨ନମାସର କୁନି ଝିଅ

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଡାକ୍ତର ଓ କର୍ମଚାରୀ ବେଢି ରହିଥିବା ଏହି ଛୋଟିଆ ଶିଶୁଟିର ବୟସ ମାତ୍ର ୨୨ ମାସ । ଜାଣଲେ ଆଶ୍ଚର୍ଯ୍ୟ ହେବେ ୨ ବର୍ଷ ପୂରିନଥିବା ଏହି ଶିଶୁକନ୍ୟା କରୋନାକୁ ମାତ ଦେଇଛି । କେବଳ କରୋନାକୁ ମାତ ଦେଇନାହିଁ ବରଂ ଜଟିଳ ଫୁସଫୁସ ସଂକ୍ରମଣରୁ ବି ସୁସ୍ଥ ହୋଇପାରିଛି ।…

“ପାକିସ୍ତାନ ସହ ସାଙ୍ଗ ହେଉଛନ୍ତି ସିଦ୍ଧୁ । ମୁଖ୍ୟମନ୍ତ୍ରୀ ହେଲେ ବିରୋଧ କରିବି” – ସିଦ୍ଧୁଙ୍କୁ ଏମିତି ଶବ୍ଦବାଣ…

କନକ ବ୍ୟୁରୋ: ବହୁ ଦିନର ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ସିଧାସଳଖ ପ୍ରଦେଶ ନୂଆ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରକୁ ତୀର…

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲା: ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ କଲା କ୍ରାଇମବ୍ରାଂଚ

କନକ ବ୍ୟୁରୋ: ଏସିଏଫ ସୈାମ୍ୟରଞ୍ଜନ ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଂଚ. ପାରଳାଖେମୁଣ୍ଡି ଡିଏଫଓଙ୍କର କରାଇଛି ଲାଇ ଡିଟେକ୍ସନ ଟେଷ୍ଟ । ପାଖାପାଖି ୩ ଘଂଟା ଧରି ଚାଲିଥିବା ଏହି ମିଛ ଧରା ପରୀକ୍ଷାରେ ପାଖାପାଖି ୧୦୦ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ଖାଲି ଡିଏଫଓ ନୁହଁନ୍ତି,…

ନେତା ଅବତାରରେ ପାୱାରଫୁଲ ବାବୁ: ଭୁବନେଶ୍ୱର କ୍ଲବ ସଭାପତି ପାଇଁ ଅସିତ-ବିଜୟଙ୍କ ମଧ୍ୟରେ ମହାଲଢ଼େଇ

କନକ ବ୍ୟୁରୋ: ଆସନ୍ତା ୨୫ ଏବଂ ୨୬ରେ ଭୁବନେଶ୍ୱର କ୍ଲବ ପାଇଁ ପଡିବ ଭୋଟ୍ । ହାଇପ୍ରୋଫାଇଲ ଲୋକଙ୍କୁ ନେଇ ରାଜଧାନୀର ପୋସ୍ ଏରିଆରେ ଥିବା କ୍ଲବର ନିର୍ବାଚନ ଉପରେ କ୍ଷମତାଶାଳୀ ଗୋଷ୍ଠୀଙ୍କ ନଜର ରହିଛି, କାରଣ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଏଠି ଭୋଟ୍ ପଡିବାକୁ ଯାଉଛି । ସାମ୍ବାସାମ୍ନି…