Daily Archives

September 7, 2021

ପିଲାଙ୍କୁ କରୋନା, ବନ୍ଦ ହୋଇଯିବ କି ସ୍କୁଲ : କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ବରଗଡର ଏକ ଘରୋଇ ଓ ଢେଙ୍କାନାଳର ସରକାରୀ ସ୍କୁଲରେ ୪୦ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି । ତେବେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ…

ରାଜ୍ୟର ୧୪ଟି ସ୍ଥାନରେ ପ୍ରବଳ ବର୍ଷା । କଟକ ବାଙ୍କୀରେ ଅତି ପ୍ରବଳ ବର୍ଷା ରେକର୍ଡ

କନକ ବ୍ୟୁରୋ : ରାଜ୍ୟର ୧୪ଟି ସ୍ଥାନରେ ପ୍ରବଳ ବର୍ଷା । କଟକ ବାଙ୍କୀରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ୧୪୦ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡର ଦଶପଲ୍ଲାରେ ୧୦୧.୮ ମିମି, ଗଣିଆରେ ୯୭ ମିମି ବର୍ଷା, କଟକ ନରସିଂହପୁରରେ ୯୦ ମିମି, ପାରଳାଖେମୁଣ୍ଡିରେ ୮୮.୪ ମିମି,…

୨୦୦୦ ସାଇକେଲ କିଣାଯାଇଥିଲା, ଏବେ ୧୦୦୦ ଚାଲୁଛି । ମୋ ସାଇକେଲକୁ ନେଇ  ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : କିଛି ଦିନ ପୂର୍ବେ ମୋ ସାଇକେଲକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ମୋ ସାଇକେଲକୁ କବାଡିଆଙ୍କୁ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଆଉ ଆଜି ଗୃହରେ ମୋ ସାଇକେଲ ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର ସ୍ମାର୍ଟସିଟି…

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ । ଥାନାକୁ ନ ଡାକି କାହିଁକି ଘରେ ଜେରା କରୁଛି ପୋଲିସ

କନକ ବ୍ୟୁରୋ : ଗୃହରେ ଶୂନ୍ୟକାଳରେ ଉଠିଲା ଏସି ଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଗଜପତି ଜିଲ୍ଳା ଏକ ଶାନ୍ତିପ୍ରିୟ ଜିଲ୍ଲା। ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି…

ଚିଟଫଣ୍ଡ ଠକେଇ ମାମାଲା : ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ୧୨୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଭାଇଜାଗରୁ ତାଙ୍କୁ ଉଠାଇ ଆଣିଛି ଓଡ଼ିଶା ପୋଲିସ । ଏହା ସହ ଓଡ଼ିଶାରେ ମଧ୍ୟ…

ମେଗା ପାନୀୟ ଜଳ ପ୍ରକଳ୍ପ : ୭୨ ବିଧାୟକଙ୍କ ପ୍ରଶ୍ନ, ମନ୍ତ୍ରୀ ଦେଲେ ଉତ୍ତର ।

କନକ ବ୍ୟୁରୋ : ରାଜ୍ୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ନ କରିବା ଓ ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଗୃହରେ ଦାବି କଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କାହାକୁ ଦିଆଯାଉଛି ଆଉ କେଉଁ…