Daily Archives

September 7, 2021

ଶିକ୍ଷକ ପର୍ବ ଅବସରେ ଏକାଧିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ :  ଶିକ୍ଷକ ପର୍ବ ଅବସରେ ଆଜି ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦ୍ୟାଂଜଳି ୨.୦, ନିଷ୍ଠା ୩.୦, ଟକିଂ ବୁକ୍ସ ଏବଂ ସ୍କୁଲ କ୍ୱାଲିଟି ଆସେସମେଂଟ ଆଣ୍ଡ ଆସ୍ୟୁରେନ୍ସ ଫ୍ରେମୱାର୍କ ସହ ୧୦ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେିତକ ଭାଷାର ଏକ…

ଜେଲରେ ଗୁରୁଜୀ, ଘରେ ରେଡ୍: ଭୁବନେଶ୍ୱର ସ୍ଥିତ ଘରେ ଚଢାଉ କଲା ପୋଲିସ 

କନକ ବ୍ୟୁରୋ: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ । ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୋଲିସ ସହ ଖୋର୍ଦ୍ଧା ପୋଲିସର ରେଡ୍ । ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କଲା ପୋଲିସ । ଏବେ ଝାରପଡା ଜେଲରେ ଅଛନ୍ତି ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ।

ହାଇଦ୍ରାବାଦରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ପୀଡିତାଙ୍କ ନାଁ ନେଇ ହରଡଘଣାରେ ସେଲିବ୍ରିଟି, ମାମଲା ରୁଜୁ

କନକ ବ୍ୟୁରୋ : ଦୁଇ ବର୍ଷ ତଳେ ଘଟିଥିବା ଘଟଣା ପାଇଁ ଏବେ ୩୮ଜଣ ବଲିଉଡ ଓ ଟଲିଉଡ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ୩୮ଜଣ କଳାକାର ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରକୃତ ନାଁ ସାମ୍ନାକୁ ଆଣିବା ସହ ଶୋକ ପ୍ରକାଶ କରିଥିଲେ । ଏନେଇ ଦିଲ୍ଲୀର ଜ‌ଣେ ଓକିଲ ୩୮ଜଣଙ୍କ ବିରୋଧରେ ମାମଲା…

ଆଫଗାନ ମାଟିର ହିରୋ ଅମରୁଲ୍ଲା ସାଲେହ: ତାଲିବାନ୍ ହାତରେ ପଡିବା ପୂର୍ବରୁ ଗୁଳିକରି ମାରିଦେବାକୁ ସହଯୋଗୀକୁ କଲେ ଅନୁରୋଧ

କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ପରେ ନିଜ ଦେଶର ମୁଖ୍ୟ ଅସ୍ରଫ ଘନିଙ୍କ ସମେତ ଅନ୍ୟ ନେତା ଜୀବନ ବିକଳରେ ଦେଶ ଛାଡି ଅନ୍ୟତ୍ର ପଳାଇବା ପରେ ବି ନିଜ ଦେଶ ମାଟିରେ ଦମ୍ଭ ଧରି ରହିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସଲେହ । ଅଗଷ୍ଟ ୧୫ ରେ ତାଲିବାନ୍ କାବୁଲ ଦଖଲ କରିବା ପରେ ଦେଶର…

ଓଏସଏସସି ନିଯୁକ୍ତି ଦୁର୍ନିତୀ ମାମଲା: ବିଧାନସଭା ଘେରାଉ ଉଦ୍ୟମ କଲେ ଛାତ୍ର କଂଗ୍ରେସ

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନିତୀ ମାମଲା । ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦ । ବିଧାନସଭା ଘେରାଉ କରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ । ଏହି ସମୟ ମଧ୍ୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ…

କେମିତି ମଲେ ବାଘ ଓ ହାତୀ? ହିସାବ ଦେଲେ ସରକାର ।

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ହାତୀ ଓ ବାଘଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଏସବୁ ଭିତରେ କେଉଁ କାରଣରୁ ହାତୀ ଓ ବାଘର ମୃତ୍ୟୁ ସଂଖ୍ୟା ବଢିଛି ସେନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ । ୨୦୧୮ରୁ ଏବେ ଯାଏଁ  ରାଜ୍ୟରେ କେତେ ସଂଖ୍ୟକ ହାତୀ ଓ ବାଘର…