ଓଏସଏସସି ନିଯୁକ୍ତି ଦୁର୍ନିତୀ ମାମଲା: ବିଧାନସଭା ଘେରାଉ ଉଦ୍ୟମ କଲେ ଛାତ୍ର କଂଗ୍ରେସ

92

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନିତୀ ମାମଲା । ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦ । ବିଧାନସଭା ଘେରାଉ କରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ । ଏହି ସମୟ ମଧ୍ୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପଜିଛି ।

ଆଜି ବିଧାନସଭା ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନିତୀ ମାମଲା, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ ଏହି ବିକ୍ଷୋଭ କରିଛି ।