Daily Archives

September 7, 2021

ତାରିଖ ପେ ତାରିଖ, ତାରିଖ ପେ ତାରିଖ? କାହିଁକି ବିଳମ୍ବ ହେଉଛି ନ୍ୟାୟ?

କନକ ବ୍ୟୁରୋ : ତାରିଖ ପେ ତାରିଖ, ତାରିଖ ପେ ତାରିଖ । ବଲିଉଡ ଫିଲ୍ମ ‘ଦାମିନୀ’ରେ ସନ୍ନି ଦେଓଲଙ୍କ ଏହି ଡାଇଲଗ କାହାକୁ ବା ଅଜଣା । ସାଧାରଣତଃ ନ୍ୟାୟ ବିଳମ୍ବିତ ହେଲେ ଲୋକଙ୍କ ମୁହଁରେ ଆପଣାଛାଏଁ ଏହି ଡାଇଲଗ ଚାଲିଆସେ । କିନ୍ତୁ ଆମ ନ୍ୟାୟ ବ୍ୟବସ୍ଥାର ବାସ୍ତବ ଚିତ୍ର ମଧ୍ୟ କିଛି ସେମିତି ।…

ତାଲିବାନ କ୍ଷମତାକୁ ଆସିବା ପରେ… ଆଫଗାନିସ୍ତାନରେ ବନ୍ଦ ହେବାକୁ ବସିଲାଣି ୯୦% ଡାକ୍ତରଖାନା

କନକ ବ୍ୟୁରୋ: ଆଫଗାନିସ୍ତାନକୁ ଦଖଲ କରିବାରେ ତାଲିବାନ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଦେଶରୁ ସମର୍ଥନ ପାଇପାରିନାହିଁ। ତାଲିବାନ ଆଗକୁ ନିଜ ସରକାର ଗଢ଼ିବାକୁ ଯାଉଥିବା ବେଳେ ଏବେ ଦେଶକୁ ଆର୍ଥିକ ସହାୟତା ଯୋଗାଉଥିବା ଦାତାମାନେ ଟଙ୍କା ଦେବାକୁ ମନା କରିଦେଇଛନ୍ତି। ନୂତନ ତାଲିବାନ ସରକାରଙ୍କ ସହ…

ଲୁଟର ଏକ ସାଂଘାତିକ ତରିକା…ପୋଷ୍ଟାଲରେ ଘରକୁ ଆସିବ ଲେଟର, ଟିକେ ଭୁଲ କଲେ ଖାଲି ହୋଇଯାଇପାରେ ଆକାଉଣ୍ଟ ।

କନକ ବ୍ୟୁରୋ : ସାବଧାନ ! ସାମ୍ନାକୁ ଆସିଲା ଲୁଟର ଆଉ ଏକ ସାଂଘାତିକ ତରିକା ! ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ ! ଅନଲାଇନ୍ ଲୁଟ୍, ଫ୍ରଡ୍ ଏବଂ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଲୁଟର ଆଉ ଏକ ସାଂଘାତିକ ତରିକା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କ ହୋସ୍…

ତାଲିବାନକୁ ହଜମ ହେଲାନି ‘ପାକିସ୍ତାନ ବିରୋଧୀ ରାଲି, ପ୍ରଦର୍ଶନକାରୀଙ୍କ ଘଉଡାଇବାକୁ ଚଲାଇଲା ଗୁଳି ।

କନକ ବ୍ୟୁରୋ : ତାଲିବାନ ପୁଣିଥରେ ଆଫଗାନିସ୍ତାନରେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି। କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ଏକାଠି ହୋଇଥିବା ଜନତାଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ଫାଙ୍କା ଗୁଳିଚାଳନା କରିଥିବା ଜଣାପଡ଼ିଛି। ମଙ୍ଗଳବାର ଦିନ କାବୁଲର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧୀ…

କ୍ୟାପଟେନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ଖପ୍ପା? ଜାଣନ୍ତୁ କାହିଁକି?

କନକ ବ୍ୟୁରୋ : କ୍ୟାପଟେନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ଖପ୍ପା ବିସିସିଆଇ । କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ଏଭଳି ଏକ ଖବର ଏବେ ସାମ୍ନାକୁ ଆସୁଛି । କାରଣ ଇଂଲଣ୍ଡ ଗସ୍ତରେ ଯାଇଥିବା ବିରାଟ ବାହିନୀ ଗତ ସପ୍ତାହରେ ଲଣ୍ଡନର ଏକ ହୋଟେଲରେ ଆୟୋଜିତ ହେଉଥିବା…

ଦୁନିଆର ସବୁଠାରୁ ବିଚିତ୍ର ଗଛ: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ପଢନ୍ତୁ ଏହାର ରହସ୍ୟ

କନକ ବ୍ୟୁରୋ: ଗଛ ସବୁଆଡେ ରହିଥାଏ । ଗଛ ବିନା ମଣିଷ ବଞ୍ଚିବା ବି ଅସମ୍ଭବ । ତେଣୁ ଆମେ ଦୁନିଆର ଯେକୌଣସି ସ୍ଥାନକୁ ଗଲେ ଗଛ ପାଇବା । ହେଲେ ଆମେ ଆଜି ଏମିତି କିଛି ଗଛ କଥା କହିବୁ ଯାହାକୁ ଆପଣ ଆଗରୁ କେବେ ବି ଦେଖିନଥିବେ । ଆଉ ଏହି ଗଛ ଗୁଡିକର ନାଁ ହେଉଛି ଡ୍ରାଗନ ଟ୍ରି, ସିଲ୍କ କଟନ ଟ୍ରି,…