Daily Archives

September 7, 2021

ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ ହୋଇପାରେ ! ପିଲାଙ୍କୁ କରୋନା ନେଇ ଡିଏମଇଟିଙ୍କ ସୂଚନା

କନକ ବ୍ୟୁରୋ : ପିଲାଙ୍କୁ କରୋନା ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ପିଲାମାନେ କିପରି କରୋନା ସଂକ୍ରମିତ ନହେବେ ତାର ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହାସହ ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତୃପକ୍ଷଙ୍କୁ ଅଭିଭାବକ…

ବିଧାନସଭାରେ ଉଠିଲା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ଗାଇଡଲାଇନରେ ପରିବର୍ତ୍ତନ ଆଣନ୍ତୁ ସରକାର

କନକ ବ୍ୟୁରୋ : ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ଉଠାଇବା ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି…

ବିଶ୍ୱସ୍ତରୀୟ ରେଳ ଷ୍ଟେସନ କେବେ? ସୁର ପଚାରିଲେ ପ୍ରଶ୍ନ, ରେଳ ବିଭାଗ ଆଡକୁ ଦୋଷ ଠେଲିଦେଲେ ମନ୍ତ୍ରୀ?

କନକ ବ୍ୟୁରୋ :  ଭୁବନେଶ୍ୱର ରେଳଷ୍ଟେସନ ଭାଙ୍ଗି ରୁଜି ଗଲାଣି, କେବଳ ଖଣ୍ଡିଆ ଟିଣ ଥୁଆ ହୋଇଛି । ବିଶ୍ୱସ୍ତରୀୟ ରେଳ ଷ୍ଟେସନର ସ୍ୱପ୍ନ ଦେଖାଇଲେ । ୩୦ ମାସ ଭିତରେ ସାରିବାକୁ କହିଥିଲେ, ୨୨ ମାସ ଗଲାଣି । ଆଉ କେବେ ହେବ ବିଶ୍ୱସ୍ତରୀୟ ରେଳଷ୍ଟେସନ? ଗୃହରେ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର…

ତାତିଲେ ଚାଷୀ : କଡା ସୁରକ୍ଷାରେ କର୍ନାଲ, ଜାରି ହେଲା ୧୪୪ ଧାରା, ଇଣ୍ଟରନେଟ୍ ସେବା ବନ୍ଦ

କନକ ବ୍ୟୁରୋ: ହରିଆଣା କର୍ନାଲରେ ତାତିଲେ ଚାଷୀ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କର୍ନାଲ , ପାନିପଥ, କରୁକ୍ଷେତ୍ର, କୌଥଲ ଓ ଜିନ୍ଦ ଇଲାକାରେ ଇଣ୍ଟର ନେଟ୍ ସେବାକୁ ବନ୍ଦ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । କଳିକନ୍ଦିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୋମବାର ରାତି…

ବେଳାଭୂମିରେ କୂଳ ଲଂଘୁଛି ସମୁଦ୍ର : ଭାଙ୍ଗିବାକୁ ବସିଲାଣି ଭ୍ୟୁ ଟାୱାର

କନକ ବ୍ୟୁରୋ : କୂଳ ଲଙ୍ଘୁଛି ସମୁଦ୍ର । ଧିରେଧିରେ ଗାଁ ଭିତରକୁ ମାଡି ଆସିଲାଣି ସମୁଦ୍ର ପାଣି । ଜଗତସିଂହପୁର ଜିଲ୍ଲା ପଦ୍ମପୁର ପଂଚାୟତ ଶିଆଳି ବେଳାଭୂମି ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୩ ଦିନ ହେଲା ୧୦୦ ମିଟରରୁ ଅଧିକ ବେଲାଭୂମି ଖାଇ ଗଲାଣି । ଏପରିକି ଭାଙ୍ଗିବାକୁ ବସିଛି…

ଆସନ୍ତା ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ

ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ । ଆସନ୍ତା ୧୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଥିବାରୁ ଏଥିପାଇଁ ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆସିଛି । ନୂଆ ଧାନରୁ ମାଆଙ୍କୁ ଲାଗିହେବ ନବାନ୍ନ । ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଏହାକୁ ପଶ୍ଚିମ ଓଡ଼ିଶାବାସୀ ଭକ୍ଷଣ…