Daily Archives

August 9, 2021

କମାଣ୍ଡାଣ୍ଟ ଝିଅକୁ ଇନସପେକ୍ଟର ବାପା ମାରିଲେ ସାଲ୍ୟୁଟ । ଲୋକେ କହିଲେ ଭାରତ ମାତା କି ଜୟ ।

କନକ ବ୍ୟୁରୋ : ପ୍ରତ୍ୟେକ ବାପା-ମା’ ନିଜ ପୁଅ-ଝିଅଙ୍କ ସଫଳତାରେ ଖୁସିରେ ଆତ୍ମହରା ହୋଇ ଉଠନ୍ତି । ଗର୍ବରେ ଛାତି ଫୁଲି ଉଠେ । ସେମାନଙ୍କ ପାଇଁ ସେଇ ସମୟ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ମସୁରୀରେ ଦେଖିବାକୁ ମିଳିଛି। ଯେଉଁ ବିଭାଗରେ ବାପା…

ଚକାରେ ପମ୍ପ ଦେଲେ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଘୋଷାଡି ନେଲେ କାର ଚାଳକ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥି‌ରେ କାର ଚାଳକ ଜଣେ ବ୍ୟକ୍ତିଙ୍କୁ ଘୋଷାଡି ନେଉଥିବା ଦେଖିବାକୁ ମିଳୁଛି। କିଛି ଦୂର ଘୋଷାଡି ନେବା ପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଫିଙ୍ଗି ଦେଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ।…

ଟୋକିଓ ଯାତ୍ରା ଏତେ ସହଜ ନଥିଲା… । କାହା ବାପା ବିଲରେ ଖଟୁଥିଲେ ତ ପୁଣି କାହା ମା ଅନ୍ୟଘରେ ପାଇଟି କରୁଥିଲେ । 

କନକ ବ୍ୟୁରୋ : କାହା ମା ଅନ୍ୟ ଘରେ ପାଇଟି କରନ୍ତି ତ ଆଉ କାହା ବାପା ଫାଷ୍ଟଫୁଡ ବିକ୍ରି କରନ୍ତି । ରୋଜଗାର ସିନା କମ କିନ୍ତୁ ନିଜ ପିଲାଙ୍କ ଖେଳୁଆଡ଼ ମନୋଭାବକୁ ଏମାନେ ଠିକ ବୁଝିଥିଲେ । ଆଉ କ୍ରୀଡ଼ାରେ ଆଗକୁ ବଢିବାପାଇଁ ଦେଇଥିଲେ ଅଫୁରନ୍ତ ପ୍ରେରଣା । ଆଜି ଆମେ ଆପଣଙ୍କୁ ଟୋକିଓ…

ଭାରତ ପାଇଁ ସତର୍କବାଣୀ । ଆଗକୁ ଦେଶରେ ବଢିବ ଗ୍ରୀଷ୍ମ ପ୍ରବାହ, ବାତ୍ୟା ।

କନକ ବ୍ୟୁରୋ :   ବିଗତ କିଛି ବର୍ଷ ହେଲା ଓଡ଼ିଶା ନିୟମିତ ଭାବେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟ ବି ନିୟମିତ ଭାବେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଆଗକୁ ମଧ୍ୟ ଏଥିରୁ ନିସ୍ତାର ମିଳିବ ନାହିଁ, କାରଣ…

ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବିତର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ସାମୁଦ୍ରିକ ପଥ ଅନ୍ତର୍ଜାତୀୟ…

କନକ ବ୍ୟୁରୋ : ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବୈଠକକୁ ଉଦବୋଧନ ଦେଇ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ସମସ୍ତ ଦେଶକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଯୋଗେ ଏହି ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମୁଦ୍ରିକ ପଥ ଏକ…

ସୁନାପୁଅଙ୍କୁ କାହାଣୀକୁ ନେଇ ପ୍ରସ୍ତୁତ ହେବ କି ସିନେମା ? ନୀରଜ ଚୋପ୍ରାଙ୍କ ସଂଘର୍ଷର କାହାଣୀକୁ ପରଦାରେ ଦେଖିବାକୁ…

କନକ ବ୍ୟୁରୋ : ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ଭାରତବାସୀଙ୍କ ମନ ଜିଣି ନେଇଥିବା ନୀରଜ ଚୋପ୍ରାଙ୍କ ଉପରେ ଏବେ ସଭିଁଙ୍କ ନଜର । ଅନେକ ପରିଶ୍ରମ କରି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି ନୀରଜ । ଆଉ ତାଙ୍କର ଏହି ଯାତ୍ରାକୁ ସିନେମା ପରଦାରେ ଦେଖିବା ପାଇଁ ଅନେକ ପ୍ରଶଂସକ…