Daily Archives

August 9, 2021

ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ…

କନକ ବ୍ୟୁରୋ : ଚୀନ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ଖୁବ ନିକଟରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନା ପକ୍ଷରୁ କରାଯାଇଛି ଯୁଦ୍ଧାଭ୍ୟାସ । ଭାରତୀୟ ସେନା ଏହି ଅଭ୍ୟାସ କରି ଚୀନକୁ ବାର୍ତ୍ତା ଦେଇଛି ଯେ, କୌଣସି ବି ପରିସ୍ଥିତି ପାଇଁ ଭାରତୀୟ…

୨୩ରୁ ବିଏମସି ଅଞ୍ଚଳରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କରୋନା କଟକଣା ସହ ଖୋଲି ମନ୍ଦିର ।

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ଆଜି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍‌ କଟକଣା ‌ଯେଭଳି ଉଲ୍ଲଂଘନ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ…

ଆତଙ୍କବାଦୀ ସଂଗଠନକୁ କେଉଁଠୁ ଆସୁଛି ଏତେ ଟଙ୍କା ? ଜମ୍ମୁକାଶ୍ମୀରରେ ଏନଆଇଏର ବଡ ଅପରେସନ୍, ଦୁଇ ଦିନରେ ୫୦ଟି ସ୍ଥାନରେ…

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରେ ଧାରା ୩୭୦ ଉଚ୍ଛେଦ ପରେ ଚାଲିଛି ସେନାର ଜୋରଦାର ଅପରେସନ୍ । ଘାଟିରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପ୍ରତ୍ୟେକ ଦିନ କରାଯାଉଛି ସେନାର ସର୍ଚ୍ଚ ଅପରେସନ୍ । ସେପଟେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ସଙ୍ଗଠନ ଓ ବ୍ୟକ୍ତିଙ୍କୁ ଧରିବା ପାଇଁ ଜାତୀୟ…

ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦ ଓ ଚୋରାଚାଲାଣ ପାଇଁ ସାମୁଦ୍ରିକ ପଥର ହେଉଛି ବ୍ୟବହାର । 

କନକ ବ୍ୟୁରୋ :   ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ଖୋଲା ବିତର୍କରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ବରେ ପ୍ରଥମ ଥର ପାଇଁ ସାମୁଦ୍ରିକ ସୁରକ୍ଷା ଉପରେ ନିରାପତ୍ତା ପରିଷଦ ପରି ଏକ କ୍ଷମତାଶାଳୀ ମଞ୍ଚରେ ଆଲୋଚନା ହୋଇଛି । ଏହି ଭର୍ଚୁଆଲ…

ମନ ଜିଣିନେଲେ ୮୭ ବର୍ଷର ବୃଦ୍ଧା । ସ୍ୱାମୀଙ୍କ ମୃତ୍ୟୁ ପରେ କରୋନା ପୀଡିତଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଉଷା ଗୁପ୍ତା । 

କନକ ବ୍ୟୁରୋ :  ଦିଲ୍ଲୀର ଉଷା ଗୁପ୍ତା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୮୭ବର୍ଷର ଉଷା ଗୁପ୍ତା କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଏଯାବତ ଉଷା ୬୫ହଜାର ଭୋକିଲାଙ୍କ ପେଟକୁ ଦାନ ଦେଇ ସେମାନଙ୍କ ଭୋକ ମେଣ୍ଟାଇଛନ୍ତି। ପ୍ରକାଶିତ…

କରୋନା କଟକଣା ଛଡ଼ାଇ ନେଲା ଜୀବିକା, କେମିତି ଚଳିବ ପରିବାର? ଭୁବନେଶ୍ୱର ଲୋୟର ପିଏମଜିରେ ପାର୍ଲର, ଜିମ୍, ଟେଣ୍ଟହାଉସ୍ ଓ…

କନକ ବ୍ୟୁରୋ : କରୋନା ପାଇଁ ଲଗାତାର ମାସ ମାସ ଧରି ଲକଡାଉନ-ସଟଡାଉନ ଓ ବିଭିନ୍ନ କଟକଣା ଜାରି କରାଯାଉଛି । କିନ୍ତୁ ଏହାର ପ୍ରଭାବ କାହା ଉପରେ ଓ କେମିତି ପଡୁଛି ତାର ହିସାବ କାହା ପାଖରେ ନାହିଁ । ଆଜି ଭୁବନେଶ୍ୱରରେ ଲୋକଙ୍କ ଅସନ୍ତୋଷର ଏକ ପ୍ରତିଫଳନ ଦେଖିବାକୁ ମିଳିଛି । ରାସ୍ତା ଉପରକୁ…