Daily Archives

July 30, 2021

ମାଙ୍କିଡିଆ ଜନଜାତିର ପ୍ରଥମ ମାଟ୍ରିକୁଲେଟଙ୍କୁ ମିଳିଲା ନିଯୁକ୍ତି : ବାୟା ମାଙ୍କିଡିଆଙ୍କୁ ଶିକ୍ଷକ ଭାବେ ସ୍ୱତନ୍ତ୍ର…

କନକ ବ୍ୟୁରୋ : ମାଙ୍କିଡିଆ ଜନଜାତିର ପ୍ରଥମ ମାଟ୍ରିକୁଲେଟ୍ ବାୟା ମାଙ୍କଡିଆଙ୍କୁ ମିଳିଲା ନିଯୁକ୍ତି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ ଭାବେ ଦିଆଯାଇଛି ନିଯୁକ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ…

କରୋନା କାଳରେ କେମିତି ଅଛି ଦେଶରେ ମହିଳାଙ୍କ ସ୍ଥିତି ? ଆସିଲା ଉଦବେଗଜନକ ଚିତ୍ର; ଲକଡାଉନ ସମୟରେ ପାରିଶ୍ରମିକ…

କନକ ବ୍ୟୁରୋ : କରୋନା ଭାଇରସ୍ କବଳରେ ସାରା ବିଶ୍ୱ । ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହେଲାଣି । କରୋନା ଯୋଗୁ ଅନେକ ନିଜର ଜୀବିକା ହରାଇଛନ୍ତି । କାମ ମିଳୁନଥିବାରୁ ଅନେକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୁଷ ସହ…

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା…

କନକ ବ୍ୟୁରୋ : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ । ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ…

ପିପିଲି-ନିମାପଡା ଓଭରବ୍ରିଜ୍ ଉପରୁ ୪୮ କେଜିର ବ୍ରାଉନସୁଗାର ଜବତ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ କୋଟିଏ…

କନକ ବ୍ୟୁରୋ : ଏସଟିଏଫ୍ ପକ୍ଷରୁ ପିପିଲି- ନିମାପଡ଼ା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର…

କୋଭିଡ କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଟେଂଟ ହାଉସ ଓ କ୍ୟାଟରିଂ ବ୍ୟବସାୟୀ : ଅଗଷ୍ଟ ଗାଇଡଲାଇନରେ କଟକଣା କୋହଳ…

କନକ ବ୍ୟୁରୋ : ସରିଆସୁଛି ଆଂଶିକ ଲକଡାଉନ ଅବଧି । ଅଗଷ୍ଟ ମାସରେ କଣ ରହିବ ନୂଆ ଗାଇଡଲାଇନ ? ସରକାରଙ୍କ ନୂଆ ଗାଇଡଲାଇନ ଉପରେ ରହିଛି ରାଜ୍ୟବାସୀଙ୍କ ନଜର । କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ କ'ଣ ହେବ ? କାଟାଗୋରୀ ବିରେ ଥିବା ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ରହୁଥିବାରୁ ଅନଲକ୍…

ଗାଁ ଗହଳିର ଲୋକଙ୍କୁ ମିଳୁନି ସାଧାରଣ ସ୍ୱାସ୍ଥ୍ୟସେବା : ରାସ୍ତା ଅଭାବରୁ ଆସିପାରିଲାନି ଆମ୍ବୁଲାନ୍ସ; ଖଟିଆରେ…

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ରାସ୍ତା ନଥିବାରୁ ପ୍ରସୂତିଙ୍କ ପାଖରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ରାସ୍ତା ଖଟିଆରେ ବୁହାହୋଇ ଆମ୍ବୁଲାନ୍ସକୁ ନେବା ବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ମୟୂରଭଂଜ ଜିଲ୍ଲା ଯଶୀପୁର ବ୍ଲକ…