Daily Archives

April 25, 2021

ଚରିତ୍ର : ଓଡ଼ିଆ  ସିନେମାରେ ଏକ ନୂଆ ସମ୍ଭାବନା, ମଞ୍ଜରୀରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର

କନକ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ଓଡ଼ିଆ  ସିନେମା ‘ଚରିତ୍ର’ର ୱାର୍ଲ୍ଡ  ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା  ପତ୍ନୀ ମଧୁ । ନୂଆ କ୍ୱାଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ…

ଝାରସୁଗୁଡ଼ାରୁ ଆସିଲା ଭୋକର ବିକଳ ଚିତ୍ର । ମେଡିକାଲ ଡଷ୍ଟବିନରୁ ଖାଦ୍ୟ ଅଣ୍ଡାଳି ଖାଇଲେ ବୃଦ୍ଧା, ସାମ୍ନାକୁ ଆସିଲା…

କନକ ବ୍ୟୁରୋ: କ୍ଷୁଧା ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ, ଗହମ ଆଦି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ମଧ୍ୟ ଟଙ୍କିକିଆ ଚାଉଳ ଯୋଜନା ଚଳାଇଛନ୍ତି । ସହରାଂଚଳରେ ଆହାର କେନ୍ଦ୍ର ଖୋଲି ସବସିଡି ଦରରେ ରନ୍ଧା ଖାଦ୍ୟ ଦିଆଯାଉଛି ।... ହେଲେ ଭୋକ ବିକଳରେ ଡଷ୍ଟିବିନରୁ…

ତାଳଚେର ହିଙ୍ଗୁଳା ମନ୍ଦିର ପାଇଁ ୯.୩୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଧନ୍ୟବାଦ ଜଣାଇଲେ…

କନକ ବ୍ୟୁରୋ :  ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏମସିଏଲ ବୋର୍ଡ ସିଏସଆର ପାଣ୍ଠିରୁ ୯.୩୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ…

ଭାରତକୁ ଭେଷଜ ସାମଗ୍ରୀ ରପ୍ତାନୀ ପାଇଁ ବାଇଡେନ ପ୍ରଶାସନ ଉପରେ ଚାପ । ଆମେରିକା ଚାମ୍ବର୍ସ ଅଫ୍ କମର୍ସ, ଆଇନଜୀବୀ ସଂଘ ଓ…

କନକ ବ୍ୟୁରୋ: ଭାରତର କୋଭିଡଜନିତ ଏଭଳି ସଂକଟଜନକ ପରିସ୍ଥିତି ଲାଗି ରହିଛି । ଏହି ସମୟରେ ଆମେରିକାରେ ଗଚ୍ଛିତ ଥିବା କୋଭିଡ ଟିକା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ତୁରନ୍ତ ରପ୍ତାନି ପାଇଁ ବାଇଡେନ୍ ପ୍ରଶାସନ ଉପରେ ପ୍ରବଳ ଚାପ ପଡ଼ୁଛି । ଏପରିକି ଆମେରିକାର ଚାମ୍ବର୍ସ ଅଫ୍…

ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ସରକାର, ହେଲେ ବାକି…

କନକ ବ୍ୟୁରୋ: ମହାମାରୀ ଭିତରେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । ହେଲେ ବାକି ଥିବା ପ୍ରି-ବୋର୍ଡ଼ ପରୀକ୍ଷା ସାରିବାକୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଡ଼କାଇ ପରୀକ୍ଷା କରିଛନ୍ତି ସ୍କୁଲ କର୍ତୃପକ୍ଷ । ସଂକ୍ରମଣ ପାଇଁ…

ରାଜ୍ୟରେ ମେ’ ପହିଲାରୁ ମାଗଣାରେ ଦିଆଯିବ କି ଟିକା? ମାଗଣା କରୋନା ଟିକା ନେଇ ଘୋଷଣା କରିସାରିଲେଣି ଦେଶର ବିଭିନ୍ନ…

କନକ ବ୍ୟୁରୋ: ମେ’ ପହିଲାରୁ ରାଜ୍ୟରେ ମାଗଣାରେ ଦିଆଯିବ କି କରୋନା ଟିକା? କେନ୍ଦ୍ରର ନୂଆ ନିର୍ଦ୍ଦେଶନାମା ପରେ ଏଭଳି ସମ୍ଭାବନା ଉପୁଜିଛି । କାରଣ ମେ’ ୧ ତାରିଖରୁ ସାରାଦେଶରେ ସାବାଳକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକା…