Daily Archives

March 15, 2021

ସୁବାସଙ୍କ ସମର୍ଥନରେ ବାହାରିଲା ବିଜେପି । କହିଲା, ଗୃହରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି , ଚାଷୀଙ୍କ ସହ…

କନକ ବ୍ୟୁରୋ : ସୁବାସଙ୍କ ସମର୍ଥନରେ ବାହାରିଲା ଦଳ । ବିଜେଡି ସୁବାସଙ୍କୁ ଟାର୍ଗେଟ କରିବା ପରେ ଏବେ ତାଙ୍କ ସମର୍ଥନରେ ବାହାରିଛି ଦଳ । ଚାଷୀଙ୍କ ହିତ ପାଇଁ ବିଧାନସଭା ଭିତରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି, ଦଳ ତାଙ୍କ ସହ ରହିଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ…

ଅଗ୍ନିର ଆଁରୁ ମୁକୁଳିଲା ଶିମିଳିପାଳ। ନିଆଁ ଲିଭିଲା, ନିସ୍ତାର ମିଳିଲା। ଜଙ୍ଗଲୀ ନିଆଁ ଲିଭିବା ପରେ ଜୀବନ ଫେରିପାଇଲା…

କନକ ବ୍ୟୁରୋ: ଆୟତ ହେଲା ଅଗ୍ନି, ନିୟନ୍ତ୍ରଣ ହେଲା ନିଆଁ । ଶିମିଳିପାଳ ଶରୀରରୁ ଲିଭିଗଲା ନିଆଁ । ଅଣାୟତ୍ତ ନିଆଁ ଆୟତ୍ତ ହେବା ପରେ ଏବେ ଆଶ୍ୱସ୍ତି ଅନୁଭବ କରୁଛି ଶିମିଳିପାଳ । ଭୟଙ୍କର ଜଙ୍ଗଲୀ ନିଆଁ ଉଭେଇଯିବା ପରେ ଏବେ ଜୀବନ ଫେରି ପାଇଛି ସବୁଜ ବନାନୀ ଶିମିଳିପାଳ । ତେବେ ବିଗତ ୧୫ ଦିନରୁ…

କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡି ପ୍ରଦାନ…

କନକ ବ୍ୟୁରୋ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡ୍ ପ୍ରଦାନ ନେଇ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜୁ ଜନତା ଦଳର ସାଂସଦ ମାନେ । ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏକାଠି ହୋଇ ମନ୍ତ୍ରୀଙ୍କୁ…

ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ…

କନକ ବ୍ୟୁରୋ: ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ…

ଦୁନିଆର ବିରଳ ଦେଶ । ଯେଉଁଠି ଆଲିସାନ୍ ହୋଟେଲରେ ପରିଣତ ହୋଇଛି ଅଧିକାଂଶ ଜେଲ୍ ।

କନକ ବ୍ୟୁରୋ : ଜେଲ୍ । କିଏ କିଏ ଜେଲକୁ ନର୍କ କହିଥାନ୍ତି ତ ଆଉ କିଏ କାଳ କୋଠରୀର ଆଖ୍ୟା ଦେଇଥାନ୍ତି । ଅପରାଧୀଙ୍କୁ ଦଣ୍ଡ ସ୍ୱରୂପ ଜେଲରେ ବନ୍ଦୀ କରି ରଖାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲର ଖବର କହିବୁ, ଯାହା ଏବେ ହୋଟେଲରେ ପରିଣତ ହୋଇସାରିଛି । ସାରା ବିଶ୍ୱରେ ଅନେକ…

ଧୂଳି ଝଡ ପାଇଁ ଚୀନରେ ହାହାକାର, ଧୂସର ଦିଶୁଛି ବେଜିଂ ସହର । ୩୪୧ ଜଣ ନିଖୋଜ, ୪୦୦ ଉଡାଣ ରଦ୍ଦ । 

କନକ ବ୍ୟୁରୋ :  ଗତ ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ ଦେଖିଛନ୍ତି ଭୟଙ୍କର ଧୂଳି ଝଡ଼। ଚୀନର ବେଜିଂରେ ଏହି ଧୂଳି ଝଡ଼ ହୋଇଥିବା ବେଳେ ସମଗ୍ର ବେଜିଂ ସହର ହଳଦିଆ ଆଲୋକରେ ଆଚ୍ଛାଦିତ ହୋଇଯାଇଛି। ଅନେକ ଅଞ୍ଚଳରେ କିଛି ନଦେଖାଯିବାରୁ ଲୋକେ ଦିନରେ ଗାଡ଼ିର ହେଡଲାଇଟ ଲଗାଇ ଯାତାୟତ କରୁଛନ୍ତି। ତେବେ…