Daily Archives

February 24, 2021

ଧନୀ ସ୍କୁଲରେ ପଢ଼ିବେ ଗରିବ ପିଲା । ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା…

କନକ ବ୍ୟୁରୋ: ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା । ଅନଗ୍ରସର ବର୍ଗ ଓ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ଏଣିକି କଡ଼ାକଡ଼ି କରାଯିବ । ଏହି ନିୟମକୁ ଘରୋଇ ସ୍କୁଲଗୁଡିକ ପାଳନ କରୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ପ୍ରକ୍ରିୟାକୁ…

ବାଇ ଲ’ ବିବାଦକୁ ନେଇ ଅଶୋକ ବନାମ ଅପରାଜିତା । ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଲେ ମନ୍ତ୍ରୀ ଅଶୋକ ପଣ୍ଡା ।…

କନକ ବ୍ୟୁରୋ: ପୁଣି ତେଜିଲା ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି ସଂସଦରେ ଏହି ପ୍ରସଙ୍ଗ ସାଂସଦ ଉଠାଇ…

ବ୍ରହ୍ମପରରୁ ଆସିଲା ମହିଳା ନିର୍ଯାତନାର ତିନି କାହାଣୀ । ଏସପିଙ୍କ ନିକଟରେ ଫେରାଦ ହେଲେ ଡାକ୍ତର, ଇଂଜିନିୟର ଏବଂ ସେନା…

କନକ ବ୍ୟୁରୋ: ଘରର ଏରୁଣ୍ଡି ଡେଇଁ ଜଣେ ମହିଳା ସେତେବେଳେ ଅଭିଯୋଗ କରିବାକୁ ଗୋଡ଼ ବାହାରକୁ କାଢ଼ିବାକୁ ସଂକୋଚ କରେ ନାହିଁ, ଯେତେବେଳେ ନିର୍ଯାତନାର ସୀମା ଟପିଯାଏ । ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁରର ତିନି ଜଣ ମହିଳାଙ୍କ ଉପରେ । ସେମାନଙ୍କର ସ୍ୱାମୀ ଉଚ୍ଚଶିକ୍ଷିତ, ଜଣେ ଡାକ୍ତର, ଜଣେ…

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ…

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଏବଂ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଭିତରେ କେନ୍ଦ୍ର ସରକାର ଟିକାକରଣ ନେଇ ଏଭଳି ଏକ ଘୋଷଣା କରିଛନ୍ତି, ଯାହା ଭୂତାଣୁ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିବ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏଥିରେ…

ବଡ ଷ୍ଟାଡିୟମରେ ବଡ ବିପର୍ଯ୍ୟୟ । ଅକ୍ଷର ପଟେଲଙ୍କ ବୋଲିଂରେ ଇଂଲଣ୍ଡ ଧରାଶୀୟୀ । ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି ଭାରତର ଚମତ୍କାର ପ୍ରଦର୍ଶନ । ଅକ୍ଷର ପଟେଲଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା…

ଧାନ କିଣାରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୨ ନିଲମ୍ବିତ, ଜଣେ ବହିଷ୍କୃତ ।

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ପ୍ୟାକ୍ସ ସଂପାଦକ ଓ କିରାଣିଙ୍କୁ ନିଲମ୍ବନ କରାଯାଇଥିବାବେଳେ…