Daily Archives

January 24, 2021

ସାର୍ଟିଫିକେଟ୍ ମୁକୁଳାଇବାକୁ ମାଟି କାମ କରୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ : ଟଙ୍କା ନଥିବାରୁ କଲେଜରୁ ଆଣି…

କନକ ବ୍ୟୁରୋ : ପାଠ ପଢିବାର ଇଛାଶକ୍ତି ଥିଲେ କୈଣସି ବାଧା ବନ୍ଧନ ଅଟକାଇ ପାରିବ ନାହିଁ । ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ପାଇବାର ନିଶା କିଭଳି ଜଣେ ଛାତ୍ରୀଙ୍କୁ କଡା ମେହନତ କରିବାକୁ ଗାଁ ଦାଣ୍ଡକୁ ନେଇ ଆସିଛି । ଗାଁ ଦାଣ୍ଡରେ ଚାଲିଛି ମନରେଗା କାମ । ମହାତ୍ମାଗାନ୍ଧୀ ଜାତୀୟ…

ଲଗାତାର ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର: ସପ୍ତାହରେ ବଢିଲାଣି ୪ ଥର; ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

କନକ ବ୍ୟୁରୋ: କ୍ରମାଗତ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୬ ଟଙ୍କା ୩୮ ପଇସା ଓ ଡିଜେଲ ୮୨ ଟଙ୍କା ୬୮ରେ ପହଞ୍ଚିଛି । ତେବେ ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି ।…

ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଂଚଳର ବେତଡା-ପାଇଟରଣା ଗାଁର ଏହି ଘଟଣାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ ଗଛରେ ହାତ ଓଲଟାଇ ବାନ୍ଧି ମାଡ…

ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିମନି: ନର୍ଥବ୍ଲକରେ ପରସ୍ପରକୁ ମିଠା ଖୁଆଇଲେ ଅର୍ଥମନ୍ତ୍ରାଳୟର…

କନକ ବ୍ୟୁରୋ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିିମନି । ନର୍ଥବ୍ଲକରେ ଆୟୋଜିତ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତୀୟଙ୍କ ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ କରାଯାଇଥାଏ ।…

ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କନକ ବ୍ୟୁରୋ: ଗଂଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି, ଖେମୁଣ୍ଡିଖୋଳ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି । ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳି…

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡ ଅଭ୍ୟାସ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍…