Daily Archives

December 21, 2020

କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ…

ବର୍ତମାନ ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି । ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । କାର ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ବି ସରକାର ଗୁରୁତ୍ୱ ଦେଇଛନ୍ତି । ଯାତ୍ରୀଙ୍କ ନିରାପତ୍ତା ଉପରେ ସରକାର ଗୁରୁତ୍ୱ…

ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ…

କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ନେପାଳରେ ଏକ ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ପ୍ରଧାନମନ୍ତ୍ରୀ କେପି…

ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ…

ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧…

କନକ ବ୍ୟୁରୋ : ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି । ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି । ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି । ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି…

ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ

କନକ ବ୍ୟୁରୋ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର…

ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି…

କନକ ବ୍ୟୁରୋ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି…