Daily Archives

November 26, 2020

ତାମିଲନାଡ଼ୁ, ପୁଡ଼ୁଚେରୀରେ ‘ନିଭାର’ର ତାଣ୍ଡବ : ପ୍ରବଳ ବର୍ଷାରେ ଚେନ୍ନାଇ ଉବୁଟୁବୁ; ଜରୁରୀ ସ୍ଥିତି…

ତାମିଲନାଡ଼ୁ ଏବଂ ପୁଡୁଚେରୀରେ ଆତଙ୍କ ଖେଳାଇଛି ବାତ୍ୟା ‘ନିଭାର’ । ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଚେନ୍ନାଇର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯାଇଛି । ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ମଧ୍ୟ ଆରମ୍ଭ ହୋଇଯାଇଛି । ଏହାଦ୍ବାରା ଲୋକମାନଙ୍କ ମଧ୍ୟରେ ଭୟ…

ପୁରୀ ବାସେଳି ସାହି ହାଜତ ମୃତ୍ୟୁ ମାମଲା : ଘରକୁ ଫେରିଲେ ମୃତ କେ. ରମେଶଙ୍କ ବାପା, ମାଆ; ୮ ଦିନ ପରେ ଛାଡ଼ିଲା ପୁଲିସ୍

କନକ ବ୍ୟୁରୋ : ପୁରୀ ବାସେଳି ସାହି ହାଜତ ମୃତ୍ୟୁ ମାମଲା । ଘରକୁ ଫେରିଲେ ମୃତ କେ ରମେଶଙ୍କ ବାପା, ମାଆ । ୮ ଦିନ ପରେ ବାପା, ମାଆଙ୍କୁ ଛାଡ଼ିଲା ପୁଲିସ୍ । ରମେଶଙ୍କ ମୃତ୍ୟୁ ପରେ ଗତ ୧୮ ତାରିଖରୁ ଉଠାଇ ନେଇଥିଲା ପୁଲିସ୍ । ପୂର୍ବରୁ ମୃତ ରମେଶଙ୍କ ଦାଦାଙ୍କୁ ଛାଡ଼ିଥିଲା ପୋଲିସ । ଘଟଣାକୁ ନେଇ…

୧୫ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ ଡାକରା : ୨୭ରୁ ୮ ଜିଲ୍ଲାରେ ପରିବହନ ଠପ୍

କନକ ବ୍ୟୁରୋ : ଲଘୁ ଖଣିଜ ସମ୍ପଦର ସଦବିନ‌ିଯୋଗ ଓ ପରିବହନ ପାଇଁ ସରକାର ଅନେକ ନୀତିନିୟମ ଓ ‌ଆଇନ୍ ପ୍ରଣୟନ କରିଛନ୍ତି । ମାତ୍ର ସେଥିରେ ଥିବା ବ୍ୟାପକ ତ୍ରୁଟି ପାଇଁ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବା ପାଇଁ ରାସ୍ତାଘାଟରେ…

ଦିଲ୍ଲୀରେ ଏକାଠି ହେଉଛନ୍ତି ଚାଷୀ : ମୋଦୀ ସରକାରଙ୍କ ନୂଆ କୃଷକ ଆଇନକୁ ଜୋରଦାର ବିରୋଧ; ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ…

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ ଓ ହରିଆଣାରେ ଚାଷୀ କରିବେ ବିଶାଳ ପ୍ରତିବାଦ ପ୍ରଦର୍ଶନ । ଭାରତୀୟ କୃଷକ ୟୁନିୟନ ଡାକରାରେ ଆଜି ଦିଲ୍ଲୀରେ ଏକାଠି ହେବେ ହଜାର ହଜାର କୃଷକ । ଏମାନେ କେନ୍ଦ୍ରରେ ମୋଦି ସରକାର ଆଣିଥିବା ନୂଆ କୃଷକ ଆଇନକୁ ବିରୋଧ କରୁଛନ୍ତି । ତେବେ…

ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ : ସକାଳୁ ସକାଳୁ ରାସ୍ତାରେ ଟାୟାର ଜାଳି, ବ୍ୟାନର ଧରି ପ୍ରତିବାଦ ପ୍ରଦର୍ଶନ

କନକ ବ୍ୟୁରୋ : ଆଜି ଭାରତ ବନ୍ଦ । ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦେଇଛନ୍ତି ୧୦ଟି ଟ୍ରେଡ଼ ୟୁନିଅନ । ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ଶ୍ରମ ଆଇନ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା । ଏହି ଆନ୍ଦୋଳନକୁ ବାମ ଦଳ ସମେତ କଂଗ୍ରେସର…

କଟକ ସୁନାରୁଣ ସଂସ୍ଥାରୁ ଲୁଟ ମାମଲା : ମହିଳା କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଖୁଲାସା; ନିଳିମା ଲେଙ୍କାଙ୍କ ହାତରେ ଥିଲା…

କନକ ବ୍ୟୁରୋ : କଟକ ନୟାସଡକ ସ୍ଥିତ ଆଇଆଇଏଫଏଲ ସୁନା ଲୁଟ ଘଟଣା ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସୁନା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମିତ ରାୟଙ୍କୁ ସହଯୋଗ କରୁଥିଲେ ସଂସ୍ଥାର ଜଣେ ମହିଳା ଅଧିକାରୀ । ଏହି ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ନୀଳିମା ଲେଙ୍କା । ନୀଳିମାଙ୍କ…