Daily Archives

September 27, 2020

ମିଛ ସାବ୍ୟସ୍ତ ହେଲା ଚଳନ୍ତା ବସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା , ମହିଳା ଜଣଙ୍କ ସହମତିରେ ସ୍ଥାପନ କରିଥିଲେ…

କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରପ୍ରଦେଶର ମିରଟ୍ ରେ ଜଣେ ମହିଳା ଅଭିଯୋଗ କରିଥିଲେ କି ବସ୍ ଭିତରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ଏଭଳି ଅଭିଯୋଗ ପାଇବା ପରେ ମିରଟ ପୋଲିସ ଅନୁସନ୍ଧାନରରେ ଲାଗି ପଡିଥିଲା । ହେଲେ ଶେଷରେ ସେ ଜାଣିବାକୁ ପାଇଛି ଯେ ଏହା ଗଣଦୁଷ୍କର୍ମ ନୁହେଁ । ମହିଳା ଜଣକ…

କଂଗ୍ରେସ ପରେ ଏବେ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଆରଜେଡିର ବିରୋଧ, ଗୋହିଲ କହିଲେ ମତଭେଦ ରହିବ,…

କନକ ବ୍ୟୁରୋ : ବିହାର ନିର୍ବାଚନ ଆସନ୍ତା ଅକ୍ଟୋବର ୨୮ ରୁ ଆରମ୍ଭ ହୋଇ ନଭେମ୍ବର ୭ ରେ ଶେଷ ହେବ । ନଭେମ୍ବର ୧୦ ତାରିଖରେ ଫଳା ଫଳ ବାହାରିବ । ହେଲେ ବିହାରରେ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ମହାମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ଏନଡିଏକୁ ପରାସ୍ତ କରିବାକୁ ବିହାରରେ ଗଠିତ ହେବାକୁ ଥିବା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । କୋଣାର୍କ ଓ ପୁରୀରେ ପର୍ଯ୍ୟଟକଙ୍କ ପାଇଁ ବଡ ଆୟୋଜନ: କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଏହାକୁ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବିଶେଷ ଆୟୋଜନ ହୋଇଛି । ତେବେ ତାହା ସୀମିତ ଆକାରରେ ରହିଛି । ଏହି ଅବସରରେ ପୁରୀ ବେଳାଭୂମି ରେ ଖାଁ…

୨୪ ଘଂଟାର କରୋନା ରିପୋର୍ଟ: ରାଜ୍ୟରେ ୪ ହଜାର ତଳେ ସଂକ୍ରମଣ; ୩ ହଜାର ୯ ଶହ ୨୨ ନୂଆ ଆକ୍ରାନ୍ତ, ୧୪ ମୃତ

କନକ ବ୍ୟୁରୋ: ରାଜ୍ୟରେ ୪ ହଜାର ତଳେ ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୯୨୨ ନୂଆ ଆକ୍ରାନ୍ତ ସହିତ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୯ହଜାର ୩୭୪ରେ ପହଁଚିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ୩ ହଜାର ୯୨୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୦୯ ଜଣ ସଂଗରୋଧରୁ ଏବଂ ୧…

କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା

କନକ ବ୍ୟୁରୋ : ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରାଯାଉଥିବା ପରିଲକ୍ଷିତ ହୋଇଛି। କିନ୍ତୁ ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌,…

ଅକ୍ଟୋବରରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନସ୍ଥଳୀ : କରୋନା କଟକଣା ମଧ୍ୟରେ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସୂଚନା ଦେଲେ…

କନକ ବ୍ୟୁରୋ : ଅପେକ୍ଷାର ହେଲା ଅନ୍ତ । ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । କରୋନା କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଖୋଲିବ ବୋଲି ସରକାର ସୂଚନା ରହିଛି । ବିଶ୍ୱ ପର୍ଯ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ପାଇଁ ରାଜ୍ୟରେ…