Daily Archives

September 18, 2020

କୃଷି ସୁଧାର ବିଲକୁ ନେଇ ଏନଡିଏରେ ଫାଟ: ବିରୋଧରେ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଅକାଳି ଦଳର ନେତ୍ରୀ ହରିସିମରତ…

କନକ ବ୍ୟୁରୋ : ଲୋକସଭାରେ କୃଷି ସୁଧାର ବିଲ୍ ପାରିତ ହୋଇଛି । ଏହାକୁ ନେଇ ଏନଡିଏରେ ଦେଖା ଦେଇଛି ଫାଟ । ଏନଡିଏର ସହଯୋଗୀ ପଂଜାବର ଅକାଳୀ ଦଳ ଏହାକୁ ବିରୋଧ କରିଛି । ସେପଟେ ଏହା ଦେଶର କୃଷକମାନଙ୍କ ପାଇଁ ଐତିହାସିକ କ୍ଷଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ କରି ମୋଦୀ କହିଛନ୍ତି,…

ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ରାଜ୍ୟରେ ଆଜି ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨ ହଜାର ୪୬୬ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧, ୭୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି…

ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ: ହତ୍ୟା ଅଭିଯୁକ୍ତ ୨ ନାବାଳକଙ୍କ ବାପା ହେଉଛନ୍ତି ପେଶାଦାର ଅପରାଧୀ;…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାକୁ ୨ ନାବାଳକ ହତ୍ୟା କରଥିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେଶାଦାର ହତ୍ୟାକାରୀ । ମେ ୧୩ ୨୦୧୧ରେ ସେ ଅମିତ ପ୍ରଧାନଙ୍କୁ ଗୁଳିକରି ହତ୍ୟା…

ରାଜଧାନୀକୁ ସଫା ରଖୁଥିବା ସଫେଇ କର୍ମଚାରୀଙ୍କ ଦୁଃଖ: ନିୟମିତ ଦରମା ଦେଉନି ଠିକା ସଂସ୍ଥା; ରାଜଭବନ ନିକଟରେ ଧାରଣା

କନକ ବ୍ୟୁରୋ: ରାଜଧାନୀରେ ଧାରଣାରେ ସଫେଇ କର୍ମଚାରୀ । ରାଜଭବନ ନିକଟରେ ସମସ୍ତେ ବସିଛନ୍ତି ଧାରଣାରେ । ଗୋଟିଏ ଦାବି ଆମକୁ ମିଳୁ ଦରମା ଆଉ କରୋନାରୁ ସୁରକ୍ଷା ପାଇଁ ସୁରକ୍ଷା କିଟ୍ । ଧାରଣାରେ ବସିଛନ୍ତି ପ୍ରାୟ ୬୦ରୁ ଅଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀ । ବିଏମସିର ସଫେଇ କାମକୁ ଠିକାରେ…

୨୪ ଘଂଟାରେ ଦେଶର କରୋନା ଚିତ୍ର : ୯୬ ହଜାରରୁ ଅଧିକ ନୂଆ ରୋଗୀ ସହ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ପାର୍; ହଜାରେ ୧୭୪…

କନକ ବ୍ୟୁରୋ : ଦେଶରେ ୫୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଟପିଲା ୮୪ ହଜାର । ଆଜି ଦେଶର କରୋନା ଆକ୍ରାନ୍ତଙ୍କୁ ନେଇ ଏପରି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ ୨୪ ଘଂଟାରେ ସାରା ଦେଶରେ ୯୬ ହଜାର ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ବୁଲେଟ ଟ୍ରେନ ପରେ ମୋଦି ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ ଟ୍ରେନ୍ : ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍…

କନକ ବ୍ୟୁରୋ : ବୁଲେଟ୍ ଟ୍ରେନ୍ ପରେ ମୋଦି ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍ ଏଜି ସହିତ କରିଛି ଚୁକ୍ତି । ଏହି ଟ୍ରେନ୍ ଅଧଘଂଟାରେ ପହଁଚିବ ମୁମ୍ୱାଇରୁ ଚଣ୍ଡିଗଡ । ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍ ।…