Daily Archives

August 27, 2020

ବନ୍ୟା ନେଲା ୭ ଜୀବନ । ବର୍ଷା, ବନ୍ୟାରେ ଗଲାଣି ୭ ଜଣଙ୍କ ଜୀବନ । କାନ୍ଥପଡି ଓ ପାଣିରେ ଭାସିଯାଇ ୭ ଜଣଙ୍କ…

କନକ ବ୍ୟୁରୋ: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ତେବେ ମୟୂରଭଂଜ ଜିଲ୍ଲାରେ ୪ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ…

ମହାନଦୀରେ ଆସିପାରେ ବନ୍ୟା । ଜଳସ୍ତର ବଢୁଥିବାରୁ ବଡ ନଦୀରେ ବନ୍ୟା ଆଶଙ୍କା ନେଇ ଏସଆରସିଙ୍କ ସୂଚନା । ଲଗାଣବର୍ଷା ପାଇଁ…

କନକ ବ୍ୟୁରୋ: ମହାନଦୀରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ବର୍ଷା ପାଇଁ ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । କଟକ ମୁଣ୍ଡଳୀଠାରେ ୭ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମହାନଦୀ ଅବବାହିକାରେ ମଧ୍ୟ ନିମ୍ନ ମଧ୍ୟମ ଧରଣ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ବୈତରଣୀ ,…

କରୋନା ସଂକ୍ରମିତଙ୍କ ପାଇଁ ବିପଦ ଆଣିବ ମୋଟାପଣ । ମେଦବହୁଳତା ଥିଲେ ମୃତ୍ୟୁବରଣର ରହିଛି ୫୦ ପ୍ରତିଶତ ଆଶଙ୍କା । ଆସିଲା…

କନକ ବ୍ୟୁରୋ: କରୋନା ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । ପ୍ରତିଦିନ ଆସୁଛି ନୂଆ ନୂଆ କଥା , ନୂଆ ନୂଆ କାହାଣୀ । କରୋନା କାହାକୁ ସଂକ୍ରମିତ କରୁଛି, କରୋନାରେ କେତେ ହାରରେ ମୃତ୍ୟୁ ହେଉଛି ଆଉ କେମିତି ମୃତ୍ୟୁ ହେଉଛି । ଏହାକୁ ନେଇ ଚାଲିଛି ଅନେକ ଆଲୋଚନା ପର୍ଯ୍ୟାଲୋଚନା…

ସୁଶାନ୍ତ ସିଂ ମୃତ୍ୟୁ ମାମଲା । ଡ୍ରଗ୍ସ କାରବାରରେ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ନେଇ ଜାତୀୟ ଗଣମାଧ୍ୟମରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତି । ଭିଭୋ ଆଇପିଏଲ୍ ଟ୍ରଫି ଭୁବନେଶ୍ୱର ଆସିଥିବା ସମୟର ପ୍ରାୟ ୩ ବର୍ଷ ତଳର ଏହି ଦୃଶ୍ୟ ପୁଣି ଚର୍ଚାକୁ ଆସିଛି । ଆଉ ସେହି ଚର୍ଚା ହେଉଛି ରିୟା ଚକ୍ରବର୍ତିଙ୍କ ଭୁବନେଶ୍ୱର ଲିଙ୍କ୍ । ସୁଶାନ୍ତ ସିଂ…

ସତ ଖୋଲିବ କି ମିଛ ଧରା ମେସିନ୍ ? ମାବନପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ…

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କର ପଲିଗ୍ରାଫ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ? ୫ ଘଂଟା ଧରି ବିଭିନ୍ନ ପ୍ରସଙ୍ଗରେ ବିଦ୍ୟାଶ୍ରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀ । ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ କ’ଣ ହୋଇଥିଲା,…

ଲଘୁଚାପ ପାଇଁ ଜାରି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷାରେ ବୁଡି ରହିଛି ପୂରା ଓଡିଶା । ଆସନ୍ତା ୨୪ ଘଣ୍ଟାରେ…

କନକ ବ୍ୟୁରୋ: ୱେଲମାର୍କ ଲୋ ପ୍ରେସର ଏବେ ଝାଡଖଣ୍ଡର ଦକ୍ଷିଣ ପଶ୍ଚିମ ଦିଗରେ ଉତ୍ତର ଓ ଅଭ୍ୟନ୍ତରୀଣ ଓଡିଶା ଉପରେ ରହିଛି । ସମୁଦ୍ର ପତନରୁ ଏବେ ଲଘୁଚାପ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରୁ ପଶ୍ଚିମ ଓଡିଶାରେ ବିଶେଷ କରି ବର୍ଷା ପ୍ରବଳ ରହିବ । ବରଗଡ , ଝାରସୁଗୁଡା, ସୁନ୍ଦରଗଡ,…