Daily Archives

August 23, 2020

ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

କନକ ବ୍ୟୁରୋ: ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ଆସନ୍ତାକାଲି ବିଶେଷକରି ଉତର ଓଡିଶା ଓ ଉତର ଉପକୂଳ ଓଡିଶାରେ ବିଭିନ୍ନ…

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ…

କନକ ବ୍ୟୁରୋ : ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ, ମାଫିଆ ଡନ୍ ଦାଉଦ ଇବ୍ରାହିମ କେଉଁଠି ? ପୁଣିଥରେ ପାକିସ୍ତାନ ମିଛ କହିବା ଆରମ୍ଭ କରିଦେଇଛି । କାରଣ ପ୍ରଥମେ ପାକିସ୍ତାନ କହିଲା ଦାଉଦ ପାକିସ୍ତାନରେ ଅଛି । କିନ୍ତୁ ମିଡିଆରେ ଯେତେବେଳେ ଏହି ଖବର ଚାଲିଲା, ପୁଣି…

ହିଞ୍ଜିଳି ଥାନା ଆଗରେ ବିରୋଧ ବେଳେ ଲାଠିଚାର୍ଜ । ଗ୍ରାମବାସୀଙ୍କୁ ହଟେଇବାକୁ ଗୋଡେଇ ଗୋଡେଇ ପିଟିଲା ପୁଲିସ, ବାଲି ଗାଡି…

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ହିଂଜିଳି ଥାନା ଘେରାଉ କରିଥିବା ଲୋକଙ୍କ ଉପରେ ପୋଲିସର ଲାଠ ଚାର୍ଜ । ଥାନାରେ ଅଟକ ଥିବା ୫ ଜଣ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ଶତାଧିକ ଲୋକ ଥାନା ଆଗରେ ଆଜି ସକାଳୁ ପ୍ରତିବାଦ କରିଥିଲେ । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ସେମାନଙ୍କୁ ଥାନା ଆଗରୁ…

ଆଉ ପାପ ଦୁନିଆରେ ପାଦ ଦେବିନି…ବନ୍ଧୁକ ଛାଡି ବହି ଧରିବାକୁ ମନ । ମାଲକାନଗିରି ପୁଲିସ ନିକଟରେ ମାଓବାଦୀର…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ଆଜି ଜଣେ ମାଓବାଦୀ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ନକ୍ସଲ ସଂଗଠନର ଆଗଧାଡିର ସଦସ୍ୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କୋଭିଡ ନିୟମକୁ ମାନି ଏସପି ରିଶିକେଷ ଖିଲାରୀଙ୍କ ସମ୍ମୁଖରେ…

ଆଖି ଖୋଲିଦେବ ଗ୍ରାଉଣ୍ଡ ଜିରୋ ରିପୋର୍ଟ । କେମିତି ଓଡ଼ିଶା ଗାଁରେ ପଡିଛି ପୋଲାଭରମ ପ୍ରକଳ୍ପର ପ୍ରଭାବ, ପଛୁଆ ପାଣି ଉସାଇ…

କନକ ବ୍ୟୁରୋ: ସ୍ୱର ବଦଳାଇଲେ ମାଲକାନଗିରି ମୋଟୁ ବାସିନ୍ଦା । ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଥିବା ମୋଟୁ ବାସିନ୍ଦାଙ୍କ ଏବେ କାର ଦାବି ହେଲା, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉ । ପୋଲାଭରମ ପ୍ରକଳ୍ପକୁ ୪ଟି ରାଜ୍ୟର ବିରୋଧ ସତ୍ୱେ ପ୍ରକଳ୍ପ କାମ ଆଗେଇ ଚାଲିଛି । ଆଉ…

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ କରୋନାରୁ ଏକାଥରେ ୨,୧୨୯ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୧୨୯ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ୨୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୬୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ଜଣ,…