Daily Archives

July 27, 2020

କରୋନା କଟକଣା ଭିତରେ ଆସିଲା ଜୀବନ ସଂଘର୍ଷର ଚିତ୍ର: ଉଜୁୁଡିଗଲାଣି ସ୍ୱପ୍ନ, ରାଉରକେଲାରେ ପେଶାକୁ ଛାଡି ରାସ୍ତା କଡରେ…

କନକ ବ୍ୟୁରୋ: ସମାଜର ବିଭିନ୍ନ ବର୍ଗରେ ଦେଖିବାକୁ ମିଳୁଛି କରୋନା ମାଡ । ଏବେ କରୋନା ଜଣେ ସଫଳ କ୍ରୀଡାବିତଙ୍କୁ ସଜେଇ ଦେଇଛି ପରିବା ବିକାଳିରେ । ପେଟ ପୋଷିବାକୁ ଏବେ ରାସ୍ତାକଡରେ ପରିବା ବିକ୍ରି କରୁଛନ୍ତି ରାଉରକେଲାର ସିଲନ୍ତି ଗୁଡିଆ । ସିଲନ୍ତି କରାଟେରେ ବ୍ଲାକବେଲ୍ଟ ହାସଲ କରିଛନ୍ତି ।…

ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଅଜବ ଯୁକ୍ତି: କହିଲେ, ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ିଲେ ହେବନି କରୋନା; ୨୫ରୁ…

କନକ ବ୍ୟୁରୋ: ହନୁମାନ ଚାଳିଶା ପଢନ୍ତୁ , ଗାଏବ ହୋଇଯିବ କରୋନା । ବିଜେପିର ବିବାଦୀୟ ନେତ୍ରୀ ତଥା ଭୋପାଳ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଏଭଳି ମତ ନୂଆ ଚର୍ଚା ସୃଷ୍ଟି କରିଛି । ଅଗଷ୍ଟ ୫ ତାରିଖ ଯାଏ ଦିନକୁ ୫ଥର ହନୁମାନ ଚାଳିଶା ପାଠ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଜ୍ଞା । କୋରନା…

ରାଜଧାନୀରେ କାୟା ମେଲାଉଛି କରୋନା : ୪ ଦିନ ହେଲା ୧୦୦ରୁ ଅଧିକ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ ଥିବାବେଳେ…

କନକ ବ୍ୟୁରୋ : ରାଜଧାନୀରେ ଜୁଲାଇ ୨୦ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ଥିଲା । ଏଥିରେ ୬୧୪ଟି ଆକ୍ଟିଭ୍ କେସ୍‌ ଥିଲା । ୬୨୫ଜଣ ସୁସ୍ଥ ହୋଇଥିଲେ । ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଧାରାକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ଆକଳନ କରିଥିଲେ ଯେ ଜୁଲାଇ ୩୧ ତାରିଖ ବେଳକୁ ରାଜଧାନୀରେ…

ରାଜସ୍ଥାନରେ ରାଜନୈତିକ ସଂକଟ ଜାରି: ବିଧାନସଭା ଅଧିବେଶନ ଡାକିବା ନେଇ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ…

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । କଂଗ୍ରେସ ନେତା ସଚିନ୍ ପାଇଲଟଙ୍କ ବିଦ୍ରୋହ ପରେ ଟଳମଳ ସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ସ୍ଥିତି । ଏହାରି ଭିତରେ ଆଜି କଂଗ୍ରେସ ସାରା ଦେଶରେ ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ ନାଁରେ ପ୍ରତିବାଦ କରିବାକୁ ଘୋଷଣା…

ବାଟ ଦେଖାଉଛି ଓଡ଼ିଶା : କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡିଶା, ପ୍ରଥମରେ ରହିଛି କର୍ଣ୍ଣାଟକ

କନକ ବ୍ୟୁରୋ : ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେବଳ…

ଆଜି ରାଜ୍ୟର ଏହି ସବୁ ସ୍ଥାନରେ ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା; ୨୭ରୁ ବଢିବ ବର୍ଷାର ପରିମାଣ, ବିଜୁଳି, ଘଡ଼ଘଡ଼ି…

କନକ ବ୍ୟୁରୋ: ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଜୁଲାଇ ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା…