Daily Archives

May 30, 2020

ପାକିସ୍ତାନର ଗୁଇନ୍ଦା ପାରାକୁ ନେଇ ଆସିଲା ରୋଚକ ତଥ୍ୟ: ପାରା କରୁନଥିଲା ଗୁଇନ୍ଦାଗିିରି; ପାକିସ୍ତାନର ଜଣେ…

କନକ ବ୍ୟୁରୋ: ପାକିସ୍ତାନର ଗୁଇନ୍ଦା ପାରାକୁ ନେଇ ଆସିଛି ଏକ ରୋଚକ ତଥ୍ୟ । ଜାମ୍ମୁ-କାଶ୍ମୀର ପୋଲିସ ହାତରେ ଧରାପଡିଥିବା ପାରାଟି ଗୁଇନ୍ଦାଗାରି କରୁନଥିବା ଜଣାପଡିଛି । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁସାରେ ପାରାଟିକୁ ଗୁରୁବାର ଛାଡି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ…

କରୋନା ସଂକଟ ଭିତରେ ବିଜେପି ପାଳୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି: ରାଷ୍ଟ୍ରୀୟ ସଭାପତି…

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତି ପାଳନ କରୁଛି ଭାରତୀୟ ଜନତା ପାର୍ଟି । ଏହି ଅବସରରେ ଗତ ଗୋଟିଏ ବର୍ଷରେ ସରକାରଙ୍କ ଉପଲବ୍ଧି ଓ ଆଗାମୀ ଦିନର ଲକ୍ଷ୍ୟ ସଂପର୍କରେ ଦେଶବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ଏକ ଅଡିଓ…

ବାଣପୁରରେ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା; ଆଜି ସଂନ୍ଧ୍ୟା ୭ ରୁ ୩୧ ତାରିଖ ସଂନ୍ଧ୍ୟା ୭ ଟା ଯାଏଁ ଲାଗିଲା କଟକଣା; ବନ୍ଦ…

କନକ ବ୍ୟୁରୋ: ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଲ୍ଜେ ଛକ ଦୁଇପଟୁ ମୁଖ୍ୟ ରାସ୍ତାରୁ ରଂଜନ ଦାସଙ୍କ ଘର ଯାଏଁ, ସତ୍ୟନାରାୟଣ ମୁଦୁଲିଙ୍କ ଘର ଠାରୁ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ ଯାଏ…

ପେସା ଡାକ୍ତରୀ, ସଉକ ଗୀତ ଗାଇବା: ବ୍ରହ୍ମପୁର ଏମକେସିଜି ମେଡିକାଲ ଭେଷଜ ବିଭାଗ ଆସିଷ୍ଟାଂଟ ପ୍ରଫେସରଙ୍କ ନିଆରା…

କନକ ବ୍ୟୁରୋ: ପେସାଦାର ଗାୟକଙ୍କ ଭଳି ଗୀତ ଗାଉଥିବା ଏହି ବ୍ୟକ୍ତିଙ୍କ ପରିଚୟ ଆପଣଙ୍କୁ ଚମକାଇ ଦେଇପାରିବେ । ଅତି ସୁନ୍ଦର କଣ୍ଠରେ ଗୀତ ଗାଇପାରୁଥିବା ଏହି ବ୍ୟକ୍ତି ପେସାରେ ଜଣେ ଡାକ୍ତର । କରୋନା କଟକଣା ଭିତରେ ଦେଶର କାର୍ଯ୍ୟରତ ଡାକ୍ତରମାନଙ୍କୁ ନେଇ ଜାତୀୟ ସ୍ତରରେ ଚାଲିଥିଲା ସଂଗୀତ…

କରୋନା କଟକଣା ଭିତରେ ରାଜଧାନୀରେ ଜମୁଛି ଜୁଆ ଖେଳର ଆସର: କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡି

କନକ ବ୍ୟୁରୋ: କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ଜୁଆ ଖେଳ । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡି । ଟାଙ୍ଗୀ ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡିରେ ବୁଲୁଛନ୍ତି ଜୁଆଡି । ଏପରିକି ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ…

ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଗଲାଣି ୮୦ ଜଣଙ୍କ ଜୀବନ: ମେ’ ୯ରୁ ୨୭ ତାରିଖ ମଧ୍ୟରେ ଜୀବନ ଯାଇଥିବା ସୂଚନା; ମାନସିକ…

କନକ ବ୍ୟୁରୋ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଗଲାଣି ୮୦ ଜୀବନ । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ମେ ୯ ତାରିଖରୁ ୨୭ ତାରିଖ ମଧ୍ୟରେ…