Daily Archives

May 30, 2020

ପୁଣି ରାଜ୍ୟରେ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୯୬ ପଜିଟିଭ୍ ଚିହ୍ନଟ ।  ଆଜି ପୁଣି ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି…

ବରଗଡରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ: ଟୁଇଟ୍ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା; ୫ ବାହାର ଫେରନ୍ତା…

କନକ ବ୍ୟୁରୋ: ବରଗଡରୁ ଆଉ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭେଡେନ୍ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଭଟଲି ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣଙ୍କର ଗସ୍ତ ବିବରଣୀ ରହିଥିବାବେଳେ ଜଣେ ସ୍ଥାନୀୟ ଅଂଚଳର ବୋଲି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

କୌଣସି ମତେ ପ୍ରଘଟ ହେବନି ଆକ୍ରାନ୍ତଙ୍କ ପରିଚୟ: କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ବଡ ରାୟ; ପରିଚୟ ପଦାକୁ…

କନକ ବ୍ୟୁରୋ: କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି…

ମୋଦି ସରକାରଙ୍କ ୨.୦ର ପ୍ରଥମ ବର୍ଷ ପୂରିଲା । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲେଖିଲେ ଚିଠି ।…

କନକ ବ୍ୟୁରୋ : କରୋନା ସଂକଟ ଓ ତାଲାବନ୍ଦ ଭିତରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଆଜି ପୂରିଛି ବର୍ଷେ । ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଚିଠିରେ ଗତ ଗୋଟିଏ ବର୍ଷରେ ସରକାରଙ୍କ ଉପଲବ୍ଧିକୁ ବର୍ଣ୍ଣନା କରିଛନ୍ତି ମୋଦି ।…

ପାହାଡ଼ ଉପରେ ପରିବାର…ପଥର ତଳେ ଜୀବନ: ଅସହ୍ୟ ହେଲା ପଡୋଶୀଙ୍କ ନିର୍ଯାତନା; ଘର ଛାଡି ଜଙ୍ଗଲରେ ରହୁଛନ୍ତି ଅସହାୟ…

କନକ ବ୍ୟୁରୋ: ଅସହ୍ୟ ହେଲା ପଡୋଶୀଙ୍କ ବ୍ୟବହାର ଓ ନିର୍ଯାତନା । ପ୍ରତି ମୂହୁର୍ତରେ ନିର୍ଯାତିତ ହେବାକୁ ପଡିଲା । ଘର ଛାଡି ଜଙ୍ଗଲ ଭିତରକୁ ଚାଲି ଯିବାକୁ ବାଧ୍ୟ କଲା ପରିସ୍ଥିତି । ଶେଷରେ ଗାଁ ଛାଡି ୪ କିଲୋମିଟର ପାହାଡ ଉପରେ ଥିବା ଖୋଲରେ ରହୁଥିଲେ ଗୋଟିଏ ପରିବାର । ମୟୂରଭଂଜ ମଙ୍କଡଗୋଡା…

ପୁଣି ଓଲଟିଲା ପ୍ରବାସୀ ବସ୍ । ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୩୦ ଆହତ, ୩ ଗୁରୁତର

କନକ ବ୍ୟୁରୋ: ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳପୁର ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ଥିବା ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି । ବସରେ ସିଟ୍ ଅନୁସାରେ କମ୍…