କନକ ବ୍ୟୁରୋ: କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ଜୁଆ ଖେଳ । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡି । ଟାଙ୍ଗୀ ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡିରେ ବୁଲୁଛନ୍ତି ଜୁଆଡି । ଏପରିକି ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୋଲିସ । ସେଠାରୁ ୯ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ତିନିଟି ଦାମି ଗାଡି , ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ୍ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ୍ ।
କରୋନା କଟକଣା ଭିତରେ ରାଜଧାନୀରେ ଜମୁଛି ଜୁଆ ଖେଳର ଆସର: କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡି
/kanak/media/post_attachments/wp-content/uploads/2020/05/7-22.jpg)