Daily Archives

May 23, 2020

ବାପା ନେଲା ଋଣ, ଅପହରଣ ହେଲା ପୁଅ: ୬୦ ହଜାର ନେଇ ଗାଡି ଦେଇନପାରିବାରୁ ପୁଅକୁ ଉଠାଇନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ୬୦ ହଜାର ଟଙ୍କା ପାଇଁ ଶିଶୁକୁ ଅପହରଣର । ଅପରାଧୀଙ୍କୁ ଧରିବା ପରେ ପୁରା ଘଟଣା ଉପରୁ ପରଦା ହଟିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ରମାନାଥ ମହାରାଣା ନାମକ ଜଣେ ବ୍ୟକ୍ତି ଏକ ଗାଡି ବିକ୍ରି କରିବା ପାଇଁ କବି ବେହେରା ନାମକ ବ୍ୟକ୍ତିଙ୍କଠାରୁ ୬୦ ହଜାର ଟଙ୍କା ନେଇଥିଲେ ।…

ବାତ୍ୟା ଅମ୍ପାନ କ୍ଷୟକ୍ଷତିର ଆସିଲା ରିପୋର୍ଟ: ନଷ୍ଟ ହୋଇଛି ୧୫୧ କିଲୋମିଟରର ଗ୍ରାମ୍ୟ ରାସ୍ତା, ମରାମତି ପାଇଁ ଆବଶ୍ୟକ…

କନକ ବ୍ୟୁରୋ:  ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ଆସିଛି ଓଡିଶାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଂକାର ପାଣ୍ଠି ଆବଶ୍ୟକ । ସେହିପରି ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ…

ଶାଶୁଘର ଲୋକଙ୍କ ବର୍ବରତା । ସାବିତ୍ରୀରେ ଅଘଟଣ । ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ

କନକ ବ୍ୟୁରୋ : ସାବିତ୍ରୀରେ ଅଘଟଣ । ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛିି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଂଚାୟତର ରୁଦ୍ରପୁର ଗାଁରୁ । ଏହି ଗାଁର ପ୍ରକାଶ ବ୍ରହ୍ମାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସନ୍ଦେହଜନକ…

ଆପଣ କରିନାହାନ୍ତି କି ରାସନ କାର୍ଡ ? ତେବେ ଘରେ ବସି ଅତି ସହଜରେ କରନ୍ତୁ ଆବେଦନ; କେଉଁଠି, କିଭଳି ଓ କଣ ରହିଛି…

କନକ ବ୍ୟୁରୋ: ଜୁନ ପହିଲାରୁ ଦେଶବ୍ୟାପୀ ଲାଗୁ ହେବାକୁ ଯାଉଛି ୱାନ ନେସନ ୱାନ ରାସନ କାର୍ଡ । ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ମିଳୁଥିବା ରାସନ ସାମଗ୍ରୀ ପାଇବା ପାଇଁ ଏଣିକି ଆଉ ଭୌଗଳିକ ଅବସ୍ଥିତି ବାଧକ ସାଜିବନି । କାହିଁକି ନା ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ବି ଆପଣଙ୍କୁ ଦେଶର ଯେ…

କ୍ଲୋରୋକ୍ୱିନ ଖାଇବା ନେଇ ଆସିଲା ନୂଆ ଗାଇଡଲାଇନ: କରୋନା ମହାମାରୀକୁ ରୋକିବା ପାଇଁ କେଉଁମାନେ ଏହି ପ୍ରତିଷେଧକ ଔଷଧ…

କନକ ବ୍ୟୁରୋ: କରୋନାର ସଂକ୍ରମଣ ରୋକିବାକୁ ପ୍ରତିଷେଧକ ଔଷଧ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍ । ଦେଶରେ ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା- ଆଇସିଏମଆରର ସୁପାରିଶ କ୍ରମେ ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।…

ରାଜ୍ୟରେ ଆଉ ନୂଆ ୮୦ ପଜିଟିଭି: ନବରଙ୍ଗପୁର ଓ ଗଜପତିକୁ ବ୍ୟାପିଲା କରୋନା; ଜିଲ୍ଳାରେ ଜଣେ ଆକ୍ରାନ୍ତ ଚିହ୍ନଟ, ୧୨ ଶହ…

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା । ରାଜ୍ୟରେ ପୁଣି ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ…