Daily Archives

May 23, 2020

ପ୍ରବାସୀଙ୍କ ସଠିକ୍ ତଥ୍ୟ ସଂଗ୍ରହ ପାଇଁ ଡାଟା ବେସ୍ କରିବାକୁ ଓଡିଶାର ପ୍ରସ୍ତାବ: ରାମବିଳାଶ ପାଶ୍ୱାନଙ୍କ ସହ ଭିଡିଓ…

କନକ ବ୍ୟୁରୋ: ଜାତୀୟସ୍ତରରେ ପ୍ରବାସୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ ଓଡିଶାର ପ୍ରସ୍ତାବ । ଏମାନଙ୍କର ସଠିକ ତଥ୍ୟ ସଂଗ୍ରହ ପାଇଁ ଏହି ଡାଟାବେସ ଜରୁରୀ । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ କହିଛନ୍ତି ରାଜ୍ୟ ସରକାର । ଗତକାଲି କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୬ ହଜାର ୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ପାର୍ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୭୨୦କୁ ବୃଦ୍ଧି ପାଇଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୨୫ହଜାର…

ସଂଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କ ଉପରେ ଗାଁ ଲୋକଙ୍କ ରୋଷ: ଭଂଜନଗରରେ ଗଛରେ ବାନ୍ଧି ଶିକ୍ଷକଙ୍କୁ ନିସ୍ତୁକ ମାଡ; ଖବର…

କନକ ବ୍ୟୁରୋ: କ୍ୱାରେଂଟିନ ସେଂଟର ବା ସଙ୍ଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କୁ ବାନ୍ଧି ପକାଇଲେ ଗାଁ ଲୋକ । ଗଛରେ ବାନ୍ଧିବା ସହ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ବାଧ୍ୟତାମୂଳକ କରିଛନ୍ତି…

ମୋହନା ବିରିକୋଟରେ ଅଭାବନୀୟ ଘଟଣା: ଘରେ ଥିବା ଅଣ୍ଡରଗ୍ରାଉଣ୍ଡରେ ଚାଲିଗଲା ୩ଭାଇଙ୍କ ଜୀବନ: ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ମୋହନା ବିରିକୋଟରେ ଅଭାବନୀୟ ଘଟଣା । ଘର ଭିତରେ ଥିବା ଭୂତଳ ସୁଡଙ୍ଗରେ ପଶିଥିବା ବେଳେ ଚାଲିଗଲା ୩ ଭାଇଙ୍କ ଜୀବନ । ମୃତକ ହେଉଛନ୍ତି ସଂଜୀବ ମାଝି, ବିକ୍ରମ ମାଝି ଓ ଜିତୁ ମାଝି । ସୁଡଙ୍ଗ ଭିତରେ ଥିବା କିଛି ଜିନିଷ ଆଣିବାକୁ ଯାଇଥିବା ବେଳେ ପ୍ରଥମେ ଅଚେତ ହୋଇଯାଇଥିଲେ ସଂଜୀବ…

ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଓଭରଲୋଡ୍: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ; ରିପୋର୍ଟ ନଆସିବା…

କନକ ବ୍ୟୁରୋ: ରାଜ୍ୟରେ କୋଭିଡ ନମୁନା ରିପୋର୍ଟ ଆସିବା ପାଇଁ ପ୍ରକୃତରେ କେତେ ଦିନ ଲାଗୁଛି ? ଯେଉଁଦିନ ନମୁନା ସଂଗ୍ରହ କରାଯାଉଛି ତାହାର ରିପୋର୍ଟ ପ୍ରାୟତଃ ୪୮ଘଣ୍ଟା ଭିତରେ ଆସୁ ନ ଥିବା ନଜରକୁ ଆସିଛି। ଯାହାଫଳରେ ସନ୍ଦିଗ୍ଧମାନେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ଭାବି…

ଇଭାଙ୍କା ଟ୍ରମ୍ପଙ୍କ ମନ ଜିଣିଲେ ବିହାରର ଜ୍ୟୋତି କୁମାରୀ : ଟ୍ୱିଟରରେ ଜ୍ୟୋତିଙ୍କୁ ପ୍ରଶଂସା କଲେ ଆମେରିକା…

କନକ ବ୍ୟୁରୋ : ତାଲାବନ୍ଦ ଯୋଗୁଁ ଆହତ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାକୁ ନେଇଥିବା ଜ୍ୟୋତି କୁମାରୀ ଏବେ ଚର୍ଚ୍ଚାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟୁଇଟ୍ କରି ଜ୍ୟୋତି କୁମାରୀଙ୍କୁ ପ୍ରଶଂସା କରିଛନ୍ତି । ଇଭାଙ୍କା ଟ୍ୱିଟ…