Daily Archives

May 12, 2020

ନବରଙ୍ଗପୁରରେ ଲୁଣ ଗୁଜବକାରୀ ଗିରଫ । ଲୁଣର ଅଭାବନେଇ ଗୁଜବ ପ୍ରଚାର ପରେ ଦୋକାନ ଆଗରେ ଜମିଥିଲା ଗ୍ରାହକଙ୍କ ଭିଡ ।…

କନକ ବ୍ୟୁରୋ: ନବରଙ୍ଗପୁର ଲୁଣ ଗୁଜବକାରୀ ଗିରଫ । ବଜାରରେ ଲୁଣର ଅଭାବ ନେଇ ଗୁଜବ କରିଥିବା ବ୍ୟକ୍ତିଙ୍କୁ କୁଣ୍ଡିଆ ଅଂଚଳକରୁ ଗିରଫ କରାଯାଇଛି । ନବରଙ୍ଗପୁର ଏସପି ଏନେଇ ସୂଚନା ଦେଇଛନ୍ତି । କରୋନା କଟକଣା ଭିତରେ ଲୁଣ ଗୁଜବର ଖବର ପ୍ରଚାର ହୋଇଥିଲା । ବଜାରରେ ଲୁଣ ଅଭାବର ଗୁଜବ ପ୍ରଚାର ହେବା…

୧୩ ଜିଲ୍ଲା ପାଇଁ ସତର୍କ ଘଣ୍ଟି ! ୨୪ ଘଣ୍ଟା ଭିତରେ ରାଜ୍ୟର ୧୩ ଜିଲ୍ଲାକୁ ବଜ୍ରପାତ ବିପଦ, ପୂର୍ବାନୁମାନ କରି ଏହି ସବୁ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର ୧୫ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ।…

କାଲି ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବ ରେଳ: ଟ୍ରେନରେ ଆସୁଥିବା ଲୋକ ନିଜସ୍ୱ ସୁବିଧାରେ ଯିବେ; ଗାଇଡଲାଇନ ମାନିବାକୁ…

କନକ ବ୍ୟୁରୋ: ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ହେବ ଗାଇଡଲାଇନ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମିଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ…

କରୋନା ଲଢେଇ ସମୟରେ ଛତିଶଗଡରୁ ଆସିଲା ହୃଦୟ ବିଦାରକ ଚିତ୍ର: ଛୁଆକୁ ଧରି ବିପଦପୂର୍ଣ୍ଣ ଭାବେ ଚଢୁଛନ୍ତି ଶ୍ରମିକ;…

କନକ ବ୍ୟୁରୋ: କରୋନା ସହ ଲଢେଇ କରୁଛି ସାରାଦେଶ । ଏହି ସମୟରେ ବିଭିନ୍ନ ସ୍ଥାନରେ ହଜାର ହଜାର ଶ୍ରମିକ ଫସିରହିଛନ୍ତି । ଏହାରି ଭିତେରେ ଛତିଶଗଡରୁ ଶ୍ରମିକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି । ନିଜ ଶିଶୁକୁ ବିପଦପୂର୍ଣ୍ଣ ଭାବେ ଧରି ଶ୍ରମିକ ଟ୍ରକ ଉପରକୁ ଯାଉଛନ୍ତି । ଗୋଟିଏ ପଟେ ଟ୍ରକ…

କେମିତି ହେବ ମାଟ୍ରିକ ଖାତାଦେଖା? ପରୀକ୍ଷା କେନ୍ଦ୍ରରେ ସଂକ୍ରମଣର ଭୟ ଥିବାରୁ ଖାତା ଦେଖିବାକୁ ଅମଙ୍ଗ ଶିକ୍ଷକ: ହୋମ…

କନକ ବ୍ୟୁରୋ: ମାଟ୍ରିକ ଖାତା ଦେଖିବାକୁ ଅମଙ୍ଗ । ପରୀକ୍ଷା କେନ୍ଦ୍ରରେ ବସି ଖାତା ଦେଖିବାକୁ ଅମଙ୍ଗ ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ପରୀକ୍ଷା କେନ୍ଦ୍ରରେ ବସି ଖାତା ଦେଖିଲେ କରୋନା ଭୂତାଣୁ ସଂକ୍ରମଣ ଭୟ ଥିବା ବୋର୍ଡକୁ ଜଣାଇଛନ୍ତି ମୂଲ୍ୟାୟନକାରୀ । ସିବିଏସଇ ଭଳି ବୋର୍ଡ ପକ୍ଷରୁ ମଧ୍ୟ…

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ…

କନକ ବ୍ୟୁରୋ: ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ । ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀଙ୍କ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଣ ଦେଇଛନ୍ତି । ରଥ…