Daily Archives

May 12, 2020

ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାପୁଜୀନଗର ମାର୍କେଟ ସିଲ: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମସିର ଅନୁମତି ନ ନେଇ…

କନକ ବ୍ୟୁରୋ: ବାପୁଜୀ ନଗର ମାର୍କେଟ ସିଲ । ଲକଡାଉନ ଗାଇଡଲାଇନ୍ସ ଅନୁପାଳନ କରୁନଥିବା ଅଭିଯୋଗରେ ଭୁବନେଶ୍ୱର ବାପୁଜୀନଗର ମାର୍କେଟକୁ ସିଲ କଲା ବିଏମସି । ଦୋକାନୀମାନେ ଆଇନ ନମାନିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ କେତେ ଦିନ ସିଲ ରହିବ ସେନେଇ ପରେ ବିଏମସି ପକ୍ଷରୁ ସୂଚନା…

ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି: ଟ୍ୱିଟ୍ କରି ପିଏମଓ ପକ୍ଷରୁ ସୂଚନା; ଲକଡାଉନ ନେଇ କରିପାରନ୍ତି…

କନକ ବ୍ୟୁରୋ: ତାଲାବନ୍ଦ ଅବଧି ପୁଣି ବଢିବ କି? ଆସନ୍ତା ମେ ୧୭ତାରିଖରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଶେଷ ହେଉଛି । ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ । ରାତି ୮ଟାରେ ମୋଦି ଦେଶବାସୀଙ୍କୁ କଣ କହିବେ ତାକୁ ନେଇ ଅନେକ ଉକ୍ରଣ୍ଠା ରହିଛି । ପୁଣି…

ଗ୍ରୀନ ଜୋନରେ ଗଡିବ ବସ୍ ! ଅଧା ସିଟରେ ଲୋକ ଯାଉଥିବାରୁ ଦ୍ୱିଗୁଣା ବଢାଯିବ ଭଡା: ସେପଟେ ସରକାରୀ ଚାକିରିଆଙ୍କ ପାଇଁ…

କନକ ବ୍ୟୁରୋ: ଗ୍ରୀନ ଜୋନରେ ଗଡିବ ବସ । ଏନେଇ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ତେବେ ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭାଗୀୟ ମନ୍ତ୍ରୀଙ୍କ କହିବାନୁସାରେ,…

କାଲିଠୁ କଟକ-ଭୁବନେଶ୍ୱରରେ ଗଡିବ ବସ୍: ସରକାରୀ କର୍ମଚାରୀଙ୍କ ସୁବଧା ପାଇଁ ବସ ଚଳାଇବେ ସରକାର; ଅଫିସ ସମୟରେ ଚଳାଚଳ…

କନକ ବ୍ୟୁରୋ: କାଲିଠୁ କଟକ ଭୁବନେଶ୍ୱରରେ ଗଡିବ ବସ୍ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଅଫିସ ସମୟରେ ଚଳାଚଳ କରିବ ଏହି ଗୋଟିଏ ବସ୍ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ତେବେ ଏହି ବସରେ ଯାତ୍ରା ପାଇଁ ଦୁଇ ଗୁଣ ଭଡା ଅର୍ଥାତ ୩୦ଟଙ୍କା ଦେବାକୁ…

୪୬ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୪୬ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୨ ଜଣ; କଣ୍ଟେନମେଣ୍ଟ…

କନକ ବ୍ୟୁରୋ: ୪୬ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । କାଲିଠାରୁ ଏଯାଏଁ ୪୬ ଆକ୍ରାନ୍ତଙ୍କ ତଥ୍ୟ ଦେିଛନ୍ତି ସରକାର । ତେବେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୮ ଆକ୍ରାନ୍ତ ହେଉଛନ୍ତି ସୁରତ ଫେରନ୍ତା । ସେହିଭଳି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରେ ୪୨ ସଂକ୍ରମିତ ଥିବା…

ନବରଙ୍ଗପୁରରେ ଲୁଣ ପାଇଁ ଲମ୍ବା ଲାଇନ । କିଲୋ ପିଛା ୪୦ରୁ ୫୦ ଟଙ୍କା ଦେଇ ବୋହି ନେଉଛନ୍ତି ଲୋକେ । ବଜାରରେ ଲୁଣ…

କନକ ବ୍ୟୁରୋ: ଲୁଣ ପାଇଁ ଲମ୍ବା ଲାଇନ୍ । କରୋନା କଟକଣା ଭିତରେ ଲୁଣ ଗୁଜବର ଖବର । ବଜାରରେ ଲୁଣ ଅଭାବର ଗୁଜବ ପ୍ରଚାର ହେବା ପରେ ଲୁଣ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ନବରଙ୍ଗପୁର ଆସିଛି ଏଭଳି ଖବର । ଲୁଣ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକିି୍ରି ହେଉଛି । ଲୁଣ ଆସୁଥିବା ଟ୍ରକରୁ…