Daily Archives

May 2, 2020

ଭୋକିଲା ପେଟରେ କରୋନା ଯୁଦ୍ଧ: ଚାକିରି ସ୍ଥାୟୀ କରିବାର ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର; କନ୍ଧମାଳର ବହୁମୁଖୀ…

କନକ ବ୍ୟୁରୋ: ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସାମ୍ବାଦିକ ପର୍ୟ୍ୟନ୍ତ ସମସ୍ତେ କରୋନା ଲଢେଇରେ ସାମିଲ ଅଛନ୍ତି। ଜୀବନ ପ୍ରତି ବିପଦ ରହିଥିଲେ ବି କରୋନାକୁ ହରାଇବା ପାଇଁ ସମସ୍ତେ ଲାଗି ପଡିଛନ୍ତି। କରୋନା ମୁକାବିଲା ପାଇଁ ନୂତନ ଡାକ୍ତର ଓ…

ଦେଶରେ କାୟା ମେଲାଉଛି କରୋନା: ୩୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୨୧୮କୁ ବୃଦ୍ଧି;…

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ହଜାର ୩୩୬ରେ ପହଂଚିଛି । ଏହାସହ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ୧୨ ଶହ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଜା…

୫ ନୂଆ ଆକ୍ରାନ୍ତଙ୍କ ଜଣାପଡିଲା ଠିକଣା: ଯାଜପୁର ବ୍ଲକ ନାଥସାହିରୁ ଜଣେ, ବାସୁଦେବପୁରରୁ ୨ ଜଣ, ବରି ବ୍ଲକ କଳାମାଟିଆ…

କନକ ବ୍ୟୁରୋ: ଯାଜପୁରରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଯାଜପୁରରେ ୫ ନୂଆ ଆକ୍ରାନ୍ତଙ୍କ ଠିକଣା ଜଣାପଡିଛି । ଯାଜପୁର ବ୍ଲକ ନାଥସାହିରୁ ଜଣେ , ବାସୁଦେବପୁରରୁ ୨ ଜଣ, ବରି ବ୍ଲକ କଳାମାଟିଆ ଗାଁରୁ ଜଣେ , ବିଞ୍ଝାରପୁର…

ଆମେରିକାରେ ଚାଇନା ଔଷଧକୁ ଅନୁମତି: ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଟ୍ରମ୍ପଙ୍କ ଅନୁମତି ନେଇ ହ୍ୱାଇଟ୍ ହାଉସ…

କନକ ବ୍ୟୁରୋ: ଚୀନ ପ୍ରସ୍ତୁତ କରୋନା ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା । କରୋନାକୁ ପ୍ରଥମେ ଚୀନ ଭାଇରସ ବୋଲି କହୁଥିବା ଆମେରିକାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ, ଅନ୍ୟ ଉପାୟ ନପାଇ ଏବେ ଚୀନ ତିଆରି ଔଷଧକୁ ପରୀକ୍ଷୀମୂଳକ ଭାବେ ପ୍ରୟୋଗ ପାଇଁ ଅନୁମତି…

ପାଟକୁରାରେ ଘୂର୍ଣ୍ଣିଝଡର ତାଣ୍ଡବ : ମାତ୍ର ୫ ମିନିଟର ଝଡ ତୋଫାନରେ ନଦୀରୁ ଆକାଶକୁ ଖମ୍ୱ ଆକାରରେ ଉଠିଗଲା ପାଣି,…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତ କଜଳପାତିଆ ଗାଁରେ କାଳବୈଶାଖୀର ତାଣ୍ଡବ । ପ୍ରାୟ ୫ ମିନିଟ୍ ଧରି ଚାଲିଥିଲା ଝଡତୋଫାନ । ତା ପୁଣି ନଦୀ ଭିତରେ । ଖୁବ ଜୋରରେ ଚକ୍ରାକାରରେ ନଦୀ ଭିତରେ ଚାଲିଥିଲା ପବନ । ଏହା ସହିତ ଆକାଶକୁ ଏକ ଖମ୍ୱ ଆକାରରେ ଉଠି…

ତାଲାବନ୍ଦ ବେଳେ ଗୁଗୁଲରୁ କଣ ଖୋଜୁଛନ୍ତି ଦେଶବାସୀ? କେଉଁ ଶବ୍ଦ ଖୋଜାଯାଇଛି ସୂଚନା ଦେଲା ସର୍ଚ୍ଚ ଇଂଜିନ୍

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣରୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଅବଧିକୁ ପୁଣି ମେ ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଅଲଗା ଅଲଗା କୋହଳ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାରି ଭିତରେ ତାଲାବନ୍ଦରେ…