Daily Archives

January 6, 2020

ଏପଟେ ଆଖି ବୁଜୁଛନ୍ତି ଶିଶୁ , ସେପଟେ ମୁହଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ ! ଅହମ୍ମଦାବାଦରେ ୧୯୬ ଶିଶୁ ମୃତ୍ୟୁ , ନୀରବ…

ରାଜସ୍ଥାନର କୋଟା, ଜୋଧପୁର ଏବଂ ବିକାନେରରେ ଶିଶୁ ମୃତ୍ୟୁ ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ଗୁଜରାଟରେ ପ୍ରତିକୂଳ ସ୍ଥିତି ଦେଖିବାକୁ ମିଳିଛି । ଗୁଜୁରାଟର ରାଜକୋଟ ଏବଂ ଅହମ୍ମଦାବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଦୁଇଟି ସହରରେ ଗତ ଏକମାସ ମଧ୍ୟରେ ୧୯୬…

ଏ କି ଅବ୍ୟବସ୍ଥା? ବର୍ଷା ପାଇଁ ବନ୍ଦ ହେଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍ । ପିଚ୍ ଶୁଖାଇବା ପାଇଁ ଆସିଲା ହେୟାର ଡ୍ରାଏର ଓ…

ବର୍ଷା କାରଣରୁ ଗତକାଲି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ବାତିଲ ହୋଇଥିଲା । ତେବେ ଏହି ମ୍ୟାଚ୍ ରଦ୍ଦ ହେବା ପରେ ଆସାମ କ୍ରିକେଟ ସଂଘକୁ ଟାର୍ଗେଟ କରିଛନ୍ତି ପୂର୍ବତନ କ୍ରିକେଟର ଓ କ୍ରିକେଟ ପ୍ରଂଶସକ । ଏତେ କମ ବର୍ଷା ହେବା ସତ୍ତେ୍ୱ ମଧ୍ୟ କାହିଁକି ଖେଳ ହୋଇପାରିଲା ନାହିଁ…

ମାନବ ସେବା ହିଁ ମାଧବ ସେବା । ୧୦୮ ଡ୍ରାଇଭର ଭାବେ କାର୍ଯ୍ୟକରୁଛନ୍ତି , ରୋଗୀଙ୍କୁ ନିଜର ଭାବି ସେବା କରି ସାରା…

କନକ ବ୍ୟୁରୋ : ମାନବ ସେବା ହିଁ ମାଧବ ସେବା । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ମାଲକାନଗିରି ଜିଲ୍ଲା ମାଥୀଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆମ୍ବୁଲାନ୍ସ ଡ୍ରାଇଭର କ୍ରୀଷ୍ଣା ରାଓ । ଗାଡି ଚାଳକ ହୋଇ ପରୋପକାର ତଥା ସେବା…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଫେବୃୟାରୀ ୮ରେ ଦିଲ୍ଲୀ ପାଇଁ ପଡିବ ଭୋଟ, ୧୧ ବାହାରିବ…

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତା ଫେବୃୟାରୀ ୮ ତାରିଖରେ ହେବ ଦିଲ୍ଲୀରେ ଭୋଟିଂ ଏବଂ ୧୧ ତାରିଖରେ ହେବ ଭୋଟ ଗଣତି ଅର୍ଥାତ ସେହିଦିନ ରେଜଲ୍ଚ ବାହାରିବ । ତେବେ ନିର୍ବାଚନ ପାଇଁ ଆସନ୍ତା…

ପ୍ରତିଶୋଧର ନିଆଁରେ ଜଳୁଛି ଇରାନ୍ : ସୁଲେମାନୀର ଶେଷଯାତ୍ରାରେ ସଂସ୍ଥା କଲା ଘୋଷଣା , ଟ୍ରମ୍ପଙ୍କ ମୁଣ୍ଡ ଉପରେ ରଖିଲା ୮…

ଇରାନ୍ ଏବଂ ଆମେରିକା ଭିତରେ ଏବେ ଅହିନକୁଳ ସଂପର୍କ  । ଆମେରିକା ଦ୍ୱାରା ଇରାନ୍ କମାଣ୍ଡର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ହତ୍ୟା ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶ । ରବିବାର ଆମେରିକା ରାଷ୍ଟ୍ରପତି ଇରାନ୍ କୁ ଧମକ ଦେବା ପରେ ଇରାନ୍ ମଧ୍ୟ ଜେସାକୁ ତେସା ନୀତି ଆପଣାଇଛି । କେଇ ଘଣ୍ଟା…

ମେଘ ପରେ ମାଡି ଆସିବ ଶୀତ । ପୁଣି ଖସିବ ତାପମାତ୍ରା, ବଢିବ ଶୀତ : କେତେକ ସ୍ଥାନରେ ହେବ ଘନକୁହୁଡି

କନକ ବ୍ୟୁରୋ : ଦୁଇ ଦିନର ଅଦିନିଆ ବର୍ଷା ପରେ ପୁଣି ବଢ଼ିବ ଶୀତ । ଆକାଶ ମେଘମୁକ୍ତ ରହିବ । ତାପମାତ୍ରା କମିବ । ଫଳରେ ପୁଣି ଥରେ ସାରାରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ଲାଗି ହେବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ…