Daily Archives

January 6, 2020

ଜେଏନୟୁ ଆକ୍ରମଣକୁ ନେଇ ଥମୁନି ରାଜନୀତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ, ସେପଟେ କେଜ୍ରିୱାଲ କହିଲେ,…

କନକ ବ୍ୟୁରୋ : ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ତେଜିଲାଣି ରାଜନୀତି । ଘଟଣାକୁ ତୀବ୍ର ନିନ୍ଦାକରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପ୍ରଶ୍ନ କହିଛନ୍ତି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି…

ବାଗଦାଦରେ ଆମେରିକାର ଆକ୍ରମଣ ପରେ ସେୟାର ବଜାର ଉପରେ ବଡ ପ୍ରଭାବ । ମୁମ୍ବାଇରେ ୮୦୦ପଏଂଟ ଖସିଲା ସେନସେକ୍ସ

କନକ ବ୍ୟୁରୋ : ବାଗଦାଦରେ ଆମେରିକାର ଆକ୍ରମଣ ପରେ ସମଗ୍ର ମଧ୍ୟ ପ୍ରାଚ୍ୟରେ ଏବେ ଉତେଜନା ମୂଳକ ପରିସ୍ଥିତି । ଏହାର ପ୍ରଭାବ ପଡିଛି ଭାରତୀୟ ବଜାର ଉପରେ । ଆଜି କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଂଜରେ ସମ୍ବେଦନଶୀଳ ସୂଚକାଙ୍କ ୮୧୩ ପଏଂଟ ହ୍ରାସ ପାଇଛି । ଷ୍ଟେଟ ବ୍ୟାଙ୍କ ଅଫ…

ମୃତ୍ୟୁର ୨୪ ଘଂଟା ପରେ ବି ହେଲା ନାହିଁ ଶବବ୍ୟବଚ୍ଛେଦ । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କନକ ବ୍ୟୁରୋ : ଶବ ବ୍ୟବଚ୍ଛେଦରେ ବିଳମ୍ବ ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି। ମୃତ୍ୟୁର ୨୪ ଘଣ୍ଟା ପରେ ବି ଶବ ବ୍ୟବଚ୍ଛେଦରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ଘଟଣାର…

ନୂଆବର୍ଷରୁ ଗୋରେଖନାଥ ପୀଠରେ ମାନସିକ ପ୍ରସାଦ ବନ୍ଦ। ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ…

କନକ ବ୍ୟୁରୋ: ନୂଆବର୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ବନ୍ଦ ରହିଛି ପ୍ରସାଦ ସେବା । ସେବାୟତ ଓ ମନ୍ଦିର ଟ୍ରଷ୍ଟ ମଧ୍ୟରେ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି । ପୂର୍ବରୁ ଗୋରେଖନାଥ ମନ୍ଦିରକୁ ଆସୁଥିବା ମାନସିକଧାରୀ ମାନେ ସବୁ ସାମଗ୍ରୀ ଆଣି ପ୍ରସାଦ ଭୋଗ…

ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଜମୁଛି ଭିଡ଼ : ମନମୁଗ୍ଧ କଲା ଭଳି ପରିବେଶ, ନେଚରପାର୍କ, ହିଲଭିୟୁ…

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ । ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ ଦାରିଙ୍ଗବାଡ଼ିରେ ପାହାନ୍ତିଆ ଶୀତର ମଜା ନେବାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । ଦାରିଙ୍ଗବାଡ଼ିର ସୁନ୍ଦର…

ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ସଚେତନତା ଅଭିଯାନ। କଟକର କଲେଜ ଛକରୁ ଖାନନଗର ପାର୍କ ଯାଏ କେନ୍ଦ୍ର ମନ୍ତ୍ରୀ…

କନକ ବ୍ୟୁରୋ: ନାଗରିକତା ଆଇନ ସପକ୍ଷରେ ବିଜେପି ଚଳାଇଛି ଜନଜାଗରଣ ଅଭିଯାନ । ଦେଶବ୍ୟାପୀ ଏହି ଅଭିଯାନ ଚାଲିଛି । ଏହି କ୍ରମରେ ଆଜି କଟକରେ ପଦଯାତ୍ରାର ଆୟୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦଯାତ୍ରା କଟକର କଲେଜଛକରୁ ଆରମ୍ଭ ହୋଇ ଖାନନଗର ଯାଏଁ ଚାଲିବ ।…