Daily Archives

January 3, 2020

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୨ ଦିନ ପରେ ଶୀତ ସାଙ୍ଗକୁ ସାରା ରାଜ୍ୟକୁ…

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩ଟି ଜିଲ୍ଲା…

ମହିଳାଙ୍କୁ ‘ଏସପିଓ’ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କମିସନରଙ୍କୁ କଲେ ମେସେଜ,…

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ନେଇ କେବଳ ମହିଳାଙ୍କୁ ଏସପିଓ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ ଏନେଇ କମିସନରଙ୍କୁ ମେସେଜ କରିଛନ୍ତି । ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।…

ରଙ୍ଗମଞ୍ଚ ପଛର ରିୟଲ ହିରୋ: ଧନୁଯାତ୍ରାରେ ପ୍ରତିଦିନ ୧୦୦ କଳାକାରଙ୍କୁ ମେକଅପ ଦିଅନ୍ତି, ଆଧୁନିକ ମଣିଷକୁ ପୌରାଣିକ…

କନକ ବ୍ୟୁରୋ: ପୌରାଣିକ ଯୁଗକୁ ଫେରି ଯାଇଛି ବରଗଡ । ୧୧ ଦିନ ପାଇଁ ବରଗଡ ମଥୁରା ପାଲଟିଥିବା ବେଳେ ଅମ୍ବାପାଲି ଗୋପପୁର ସାଜିଛି । ଠିକ ସେତିକି ବେଳେ ପୁରାଣରେ ବର୍ଣ୍ଣିତ କଥାଚିତ୍ର, କାହାଣୀ ଓ ଚରିତ୍ର ସହ ନିଜେ କେମିତି ମଜ୍ଜିକି ରହିବେ ସେ ଚେଷ୍ଟା ବଜାୟ ରଖିଥାନ୍ତି ଧନୁଯାତ୍ରାର କଳକାର ।…

ବର୍ଷା ବିଗାଡ଼ିଲା ଚାଷ, ପାଣିରେ ଭିଜିଲା ପାଚିଲା ଧାନ । ବର୍ଷା ଯୋଗୁଁ ଜଗତସିଂହପୁରରେ ଏକର ଏକର ଚାଷ ଜମିରେ ଧାନ ଫସଲ…

କନକ ବ୍ୟୁରୋ: ଓଡିଶା ଉପରେ ଟ୍ରପ ଲାଇନ ଯୋଗୁଁ ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଛି  । ଶୀତ ଦିନେ ଝିପିଝିପି ବର୍ଷାକୁ ଦେଖି ଛାନିଆ ଚାଷୀ । ଅମଳ ସମୟରେ ଏଭଳି ପାଗ ଯୋଗୁଁ ଧାନ ଫସଲ କ୍ଷତି ହେବା ସହ ଆଉ ଖଳାକୁ ଆସିବ ନାହିଁ ବୋଲି କହିଛନ୍ତି ଚାଷୀ । ବିଲରେ ଓଦା ହୋଇଗଲା…

ପୁଣି ତେଜିଲା ସେରୁବନ୍ଧ ଖଣି ଖନନ ବିବାଦ । ଖଣି ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ, ବିଧାୟକ ଓ…

କନକ ବ୍ୟୁରୋ: କୋରାପୁଟରେ ପୁଣି ତେଜିଲା ଖଣି ଖନନ ବିବାଦ । ସେରୁବନ୍ଧ ଖଣି ଖନନକୁ ନେଇ ଖଣି ମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତଳିକା ଦାହ । ମନ୍ତ୍ରୀ ଓ ବିଧାୟକଙ୍କ ବକ୍ତବ୍ୟକୁ ନେଇ ଜୋର ଧରିଛି ବିରୋଧ । ଆଗାମୀ ଦିନରେ ଖଣି ଅଂଚଳରେ କାହାରିକୁ ପୁରାଇ ଦେବେ ନାହିଁ ବୋଲି ଚେତାବନି ଦେଲେ ଖଣି…

ଆମେରିକା ଆକ୍ରମଣର ପରିଣାମ ଭୋଗିପାରେ ପୂରା ବିଶ୍ୱ । ଯଦି ଇରାନ ଏହି ରାସ୍ତା ବନ୍ଦ କରିଦିଏ, ତେବେ ପୂରା ବିଶ୍ୱରେ ତେଲ…

ଇରାକର ବାଗଦାଦ ଉପରେ ଆମେରିକାର ଆକ୍ରମଣର ପ୍ରଭାବ ଏବେ ପୂରା ବିଶ୍ୱ ଭୋଗିବାକୁ ଯାଉଛି । ଆମେରିକା ସେନାର ଏୟାରଷ୍ଟ୍ରାଇକରେ ଇରାନ କୁର୍ଦ୍ଦୁଶ ଫୋର୍ସର ମୁଖ୍ୟ କାସିମ ସୁଲେମାନ ମୃତ୍ୟୁ ବରଣ କରିଛି । ଆଉ ଏହାର ପ୍ରତିଶୋଧ ନେବାକୁ ଇରାନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଏୟାରଷ୍ଟ୍ରାଇକ ପରେ…