Daily Archives

January 3, 2020

ନବରଙ୍ଗପୁରର ନିସ୍ୱାର୍ଥପର ମଣିଷ ପ୍ରୀତିଶ…ମୃତ୍ୟୁ ପୂର୍ବରୁ ନିଜର ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଚାଷୀଙ୍କ…

କନକ ବ୍ୟୁରୋ: ଦାନ ତ ଅନେକ ପ୍ରକାର ରହିଛି । କିଏ କେଉଁ ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ପ୍ରକାର ଦାନ କରିଥାନ୍ତି । ବିନା କୌଣସି ସ୍ୱାର୍ଥ ରଖି ନିଜ ଖୁସିରେ ବଞ୍ଚି ଅନ୍ୟ ମୁହଁରେ ଖୁସି ବାଂଟୁଥିବା ଲୋକ ହିଁ ପ୍ରକୃତ ଦାନୀ । ସେମିତି ଜଣେ ନିଶ୍ୱାର୍ଥପର ଦାନୀ ହେଉଛନ୍ତି ନବରଙ୍ଗପୁର ପ୍ରୀତିଶ…

ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା । ୧୦ରୁ ଅଧିକ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ବର୍ଷା ଛାଡ଼ିଗଲା ପରେ…

କନକ ବ୍ୟୁରୋ: ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଛି ଟ୍ରାପ ଲାଇନ । ଏହାର ପ୍ରଭାବରେ ସାରା ରାଜ୍ୟରେ ହାଲକା ବର୍ଷା ହେଉଛି ।  ବିଶେଷକରି ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବ । ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି ।  ଭଦ୍ରକ,…

ନବନିଯୁକ୍ତ ସେନାମୁଖ୍ୟଙ୍କ ବିଷୟରେ କିଛି ରୋଚକ କଥା । ସେନାରେ ସାମିଲ ହେବାକୁ ଚାହୁଁନଥିଲେ ମନୋଜ ମୁକୁନ୍ଦ ନରବାଣେ,…

କନକ ବ୍ୟୁରୋ : ନବନିଯୁକ୍ତ ସେନାମୁଖ୍ୟଙ୍କୁ ନେଇ ଆସିଲା ରୋଚକ ଖବର । ସେନାରେ କ୍ୟାରିୟର କରିବାକୁ ଚାହୁଁନଥିଲେ ମନୋଜ ମୁକୁନ୍ଦ ନରବାଣେ । କିନ୍ତୁ ସମୟର ଖେଳ ବଡ ବିଚିତ୍ର । ଯିଏ ସେନାରେ ସାମିଲ ହେବାକୁ ଚାହୁଁନଥିଲେ ଏବେ ସେ ଦେଶର ୨୮ତମ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି…

ଖୋର୍ଦ୍ଧା ଡାକ୍ତର ମାନସ ଦାସ ଗୁଳିକାଣ୍ଡ ମାମଲା । ଅଭିଯୁକ୍ତଙ୍କୁ ଧରିବାକୁ ସ୍କେଚ୍ ଜାରି କଲା ପୁଲିସ । ସନ୍ଦିଗ୍ଧକୁ…

କନକ ବ୍ୟୁରୋ: ଖୋର୍ଦ୍ଧା ଡାକ୍ତର ମାନସ ଦାସ ଗୁଳିକାଣ୍ଡ ମାମଲାକୁ ବିତିଲାଣି ୧୯ ଦିନ । ହେଲେ ଏବେ ବି ଅଭିଯୁକ୍ତ ପାଖରେ ପହଁଚି ପାରିନି ପୋଲିସ୍ । ତେଣୁ ଅଭିଯୁକ୍ତକୁ ଧରିବା ପାଇଁ ଆଜି ସ୍କେଚ୍ ଜାରି କରିଛି ଖୋର୍ଦ୍ଧା ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାର କରି ସ୍କେଚ୍ ଜାରି କରିଛି ପୋଲିସ୍…

ପୁରୀ ବଳଙ୍ଗା ଏଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା । ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ, ପିପିଲି ଏସଡିପିଓ ଘଟଣାର…

କନକ ବ୍ୟୁରୋ: ପୁରୀ ଏଏସଆଇଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପିପିଲି ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି । ଏସଡିିପିଓଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।…

ନିଆଁ ଆଁରୁ ଲୋକଙ୍କୁ ଉଦ୍ଧାର କରୁ କରୁ ନିଜେ ଜୀବନ ହାରିଦେଲେ ଅଗ୍ନିଶମ କର୍ମଚାରୀ , ସାହସିକତା ପୁରସ୍କାର ଗ୍ରହଣ କଲା…

ନିଆଁ ଆଁ ରୁ ଲୋକଙ୍କୁ ଉଦ୍ଧାର କରୁଥିବା ସମୟରେ ପ୍ରାଣ ହାରିଲେ ଅଗ୍ନିଶମ କର୍ମଚାରୀ । ଅଷ୍ଟ୍ରେଲିଆର ନ୍ୟୁ ସାଉଥ ବେଲ୍ସ ଓ ଭିକ୍ଟୋରିଆ ଜଙ୍ଗଲରେ ଗତ ସେପ୍ଟେମ୍ବରରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ମଧ୍ୟ ଗୁରୁତର ହୋଇଥିବା ସୂଚନା…