Daily Archives

January 2, 2020

୧୨ ରାଜ୍ୟରେ ଲାଗୁ ହେଲା ‘ଏକ ରାଷ୍ଟ୍ର-ଏକ ରାସନ’ କାର୍ଡ : ଓଡ଼ିଶା ସମେତ ସମଗ୍ର ଦେଶରେ ଜୁନ୍ ୧ରୁ ହେବ ଲାଗୁ

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଜିଠାରୁ ୧୨ଟି ରାଜ୍ୟରେ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଲାଗୁ କରିଛନ୍ତି । ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ ତ୍ରିପୁରା ।…

ନୂଆବର୍ଷର ପହିଲି ଦିନରେ ସାରା ବିଶ୍ୱରେ ଜନ୍ମନେଲେ ୩୮୬୦୦୦ ଶିଶୁ  : ଭାରତରେ ସର୍ବାଧିକ , ଫିଜିରେ ଜନ୍ମ ନେଲା ପ୍ରଥମ…

କନକ ବ୍ୟୁରୋ : ନୂଆବର୍ଷର ପହିଲି ଦିନରେ ସାରା ବିଶ୍ୱରେ ଜନ୍ମନେଲେ ୩୮୬୦୦୦ ଶିଶୁ । ଫିଜିରେ ଜନ୍ମନେଲା ପ୍ରଥମ ଶିଶୁ । ୟୁନିସେଫ୍’ ଆକଳନ ଅନୁସାରେ, ଜାନୁଆରି ୧ ତାରିଖରେ ଭାରତରେ ପ୍ରାୟ  ୬୯,୦୦୦ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ଦ୍ୱିତୀୟରେ ଅଧିକ ଶିଶୁ ଜନ୍ମ ନେଇଥିବା ଦେଶ ହେଲା ଚୀନ୍ ।…

ବିନା ପାରିଶ୍ରମିକରେ କାମ କଲେ ଯୁବକ…ଯାତାୟାତରେ ବାଧକ ସାଜିଥିଲା ରେଳଫାଟକ…୬ ଲକ୍ଷ ଟଙ୍କା ଖର୍ଚ୍ଚ କରି…

• ୬୦ ଜଣ ଲୋକ ଜମିଦାନ ବି କଲେ, ଜଣେ ବ୍ୟକ୍ତି ଦେଲେ ୪ ଲକ୍ଷ • ସ୍ବର୍ଗତ ମୃତ୍ୟୁଞ୍ଜୟ କରଙ୍କ ନାମରେ ନାମିତ ହେଲା • ବିନା ପାରିଶ୍ରମିକରେ କାମ କଲେ ଯୁବକ କନକ ବ୍ୟୁରୋ: ବିନା ସରକାରୀ ସହାୟତାରେ ନିଜ ନିଜ ଭିତରେ ଚାନ୍ଦା ଓ ଶ୍ରମଦାନ କରି ପ୍ରାୟ ୧ କିଲୋମିଟରରୁ ଅଧିକ ରାସ୍ତା…

ଗ୍ରାହକଙ୍କୁ ଟ୍ରାଇର ନୂଆବର୍ଷ ଉପହାର : ଏବେ ମାତ୍ର ୧୩୦ ଟଙ୍କାରେ ୨୦୦ ଚ୍ୟାନେଲର ମଜା ଉଠାଇପାରିବେ ଉପଭୋକ୍ତା

କନକ ବ୍ୟୁରୋ : ମହଙ୍ଗା କେବୁଲ ଓ ଡିଟିଏଚ୍ କନେକ୍ସନରୁ ମିଳିବ ମୁକ୍ତି । ଗ୍ରାହକଙ୍କୁ ନୂଆବର୍ଷ ଉପହାର ଦେଲା ଟ୍ରାଇ । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଉପଭୋକ୍ତାଙ୍କ ସୁବିଧା ପାଇଁ ବଡ଼ ରିହାତି ଘୋଷଣା କରିଛି । ଏବେ ଆପଣ ମାତ୍ର ୧୩୦ ଟଙ୍କା ପଇଠ କରି ୨୦୦ଟି ଚ୍ୟାନେଲର ମଜା…

ଦୋହଲିଲା କଳିଙ୍ଗନଗର ଶିଳ୍ପାୟନ: ମୈଥାନ ପରେ ମେସ୍କୋରେ ଝୁଲୁଛି ତାଲା; ଭୋକଉପାସରେ ଶହ ଶହ ଶ୍ରମିକ ଓ କର୍ମଚାରୀ

କନକ ବ୍ୟୁରୋ: ଯାଜପୁର ଜିଲ୍ଲାର ଇସ୍ପାତ ରାଜଧାନୀ କଳିଙ୍ଗନଗର ରାଜ୍ୟ ଶିଳ୍ପ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। ପୁଣିଥରେ ସେହି ଇସ୍ପାତନଗରୀକୁ ଶକ୍ତ ଧକ୍କା ପହଞ୍ଚିଛି। ମୈଥାନ ପରେ ଏବେ ମେସ୍କୋରେ ତାଲା ଝୁଲୁଛି। ଫଳରେ, ସିଧାସଳଖ ୨ ହଜାରୁ ଅଧିକ କର୍ମଚାରୀ ଓ ଶ୍ରମିକଙ୍କୁ…

ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପରେ ବି କୋଟିଆରେ ଅଟକିଲା ବିକାଶ : ୨ ମାସ ହେଲା ସାପ୍ତାହିକ ହାଟ ବନ୍ଦ, ମୋବାଇଲ ଟାୱାର…

କନକ ବ୍ୟୁରୋ : ଆନ୍ଧ୍ରର ଅନୁପ୍ରବେଶ ପରେ ପୁଣି ଚର୍ଚ୍ଚାକୁ ଆସିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ଅଞ୍ଚଳ । ଆନ୍ଧ୍ର ସରକାର ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପରେ ତତ୍ପରତା ପ୍ରକାଶ କରିଥିଲେ ଓଡ଼ିଶା ସରକାର । କୋଟିଆର ବିକାଶ ପାଇଁ ସରକାର ସର୍ବାଧିକ ଗୁରୁତ୍ବ…