Daily Archives

December 13, 2018

ବିବାହ ଖର୍ଚ୍ଚ ଉପରେ କଡ଼ା ନଜର ରଖିବେ ସରକାର ! ନଷ୍ଟ ହେବନି ଖାଦ୍ୟ, ରୋକିହେବ ଅଯଥା ଖର୍ଚ୍ଚ

ଆରମ୍ଭ ହୋଇଗଲା ବିବାହ ଋତୁ । ଗହଣାଗାଂଟି ଠାରୁ ପୋଷାକ ପତ୍ର ବିକ୍ରି ବଢ଼ିବ । ଆଜିକାଲି ଲୋକେ ଖୁବ ଧୁମଧାମମରେ ଓ ଆଡ଼ମ୍ବର ସହକାରେ ବିବାହ କରାଉଛନ୍ତି । ପାଣି ପରି ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଉ ନାହାନ୍ତି । ଅତିଥିଚର୍ଚ୍ଚାରେ କୌଣସି କମି ରହୁ ଚାହୁଁନାହାନ୍ତି । ହେଲେ ସମସ୍ତେ ଜାଣିଥିବେ…

ଆରବିଆଇର ପ୍ରତୀକ ଚିହ୍ନରେ କାହିଁକି ବାଘ ଥାଏ ? ଜାଣନ୍ତୁ ଏହାର ଇତିହାସ

କେବେ ଆପଣ ଧ୍ୟାନ ଦେଇଛନ୍ତି କି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତୀକ ଚିହ୍ନରେ ବାଘ ଓ ଖଜୁରୀ ଗଛ କାହିଁକି ଅଛି ? ଏମିତି କେବଳ ଏହାର ସରକାରୀ ସ୍ଥିତି, ଦେଶର ଏହା ସହିତ ସମ୍ବନ୍ଧ ପ୍ରଦର୍ଶନ କରିବା ପାଇଁ ହିଁ ନୁହେଁ ବରଂ ଏହାର ସ୍ୱାଧୀନ ଏବଂ ସରକାର ଠାରୁ ଆରବିଆଇର ମହତ୍ୱପୂର୍ଣ୍ଣ ଦୂରତାକୁ ବି…

ଟିଆରଏସର ଦ୍ୱିତୀୟ ଇନିଂସ ! ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର ।

କନକ ବ୍ୟୁରୋ : ଆରମ୍ଭ ହେଲା କେସିଆରଙ୍କ ଦ୍ୱିତୀୟ ଇନିଂସ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ.ଚନ୍ଦ୍ରଶେଖର ରାଓ । ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି କେସିଆର । ଏହା ସହ ତେଲେଙ୍ଗାନାରେ ଦ୍ୱିତୀୟ ଥର ପାଇଁ ସରକାର ଗଢିଛି ଟିଆରଏସ୍ । ଆଜି କେସିଆରଙ୍କୁ ପଦ ଓ…

ରାହଲଙ୍କୁ ବିଧାୟକଙ୍କ ଧମକ ! କହିଲେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ନହେଲେ ଛାଡିବେ କଂଗ୍ରେସ ।

ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେନେଇ ଚାଲିଛି ଅଙ୍କକଷା । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏହାରି ଭିତରେ ଦଳ ଭିତରେ…

ପୁଲିସକୁ ଚ୍ୟାଲେଞ୍ଜ କଲେ ଲୁଟେରା : ପ୍ରଥମେ କାଟିଲେ ସିସିଟିଭିର ତାର , ତା’ପରେ ଏଟିଏମରୁ ଲୁଟିନେଲେ ୨୧ ଲକ୍ଷ ଟଙ୍କା

ବିହାରରେ ଭାଗଲପୁରରେ ପୁଣି ଥରେ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଏଟିଏମ୍ ଲୁଟେରା । ପୁଲିସ ଆଖିରେ ଧୁଳି ଦେଇ ଏଟିଏମରେ ଲାଗିଥିବା ସିସିଟିଭିର ତାର କାଟିବା ସହ ଏଟିଏମରୁ ୨୧ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ରାତିରେ ଏହି ଘଟଣା…

ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣା ପରେ ଆକ୍ସନରେ କେନ୍ଦ୍ରୀୟ ଟିମ ! ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ

କନକ ବ୍ୟୁରୋ : ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣା ପଦାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ଏନସିପିସିଆରର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ପୁରୀରେ ଏନସିପିସିଆରର ସଦସ୍ୟ ପାୟଲ…