Daily Archives

September 12, 2018

ଗାଡ଼ି ଚାଳକଙ୍କ ପାଇଁ ଅଫର ବର୍ଷା କଲେ ପେଟ୍ରୋଲ ପମ୍ପ ମାଲିକ! ଜାଣନ୍ତୁ କେତେ ଲିଟର ପେଟ୍ରୋଲ ଓ ଡିଜେଲ ପକାଇଲେ କଣ…

ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ଏବେ ପୂରା ଦେଶରେ ରାଜନୀତିର ନିଆଁ ଲାଗିଛି । ଏପରିକି ଏନେଇ ଗତ ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । କିନ୍ତୁ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଫଳରେ ଅଧିକ କ୍ଷତି ସହୁଛନ୍ତି ପେଟ୍ରୋଲ ମାଲିକ । ଆଉ ଏହି କ୍ଷତିର ଭରଣା କରିବା ପାଇଁ…

ଗୁଗୁଲ ଦେଉଛି ଆୟ କରିବାର ସୁଯୋଗ : ଜିତି ପାରିବେ ୨୨ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର

ସ୍ମାର୍ଟଫୋନରେ ମାଲୱେର ଆଟାକର ଖବର ପ୍ରାୟ ସମୟରେ ଶୁଣିବା ପାଇଁ ମିଳୁଛି । ଦିନକୁ ଦିନ ଏହି ବିପଦ ବଢ଼ିବାରେ ଲାଗିଛି । ୟୁଜରଙ୍କ ଫୋନରେ ନିଜର ବ୍ୟକ୍ତିଗତ ଡାଟା ଯେପରି ଫଟୋ, ଭିଡ଼ିଓ ଓ ଡକ୍ୟୁମେଂଟ ସେଭ ଥାଏ । ଏପରିସ୍ଥଳେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ଥାଏ । ଗୁଗଲ ପ୍ଲେ ଷ୍ଟୋରରେ ଏପରି…

ମୁହଁ ଖୋଲିଲେ ମାଲ୍ୟା !କହିଲେ, ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ , ହେଲେ କାହିଁକି

ବ୍ୟାଙ୍କରୁ କୋଟି କୋଟି ଟଙ୍କା କରଜ ନେଇ ଦେଶରୁ ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଲଣ୍ଡନର ଏକ କୋର୍ଟ ବାହାରେ ଫେରାର ମାଲ୍ୟା କହିଛନ୍ତି ଯେ, ଦେଶ ଛାଡିବା ପୂର୍ବରୁ ସେ ଅର୍ଥମନ୍ତ୍ରୀ…

ସୁନ୍ଦରୀର ମଣିଷ ଶିକାର ! ଗାଧୋଉଥିବା ବେଳେ ପୋଖରୀରୁ ମହିଳାଙ୍କୁ ଟାଣିନେଲା ବାଘୁଣୀ ସୁନ୍ଦରୀ

କନକ ବ୍ୟୁରୋ : ମହିଳାଙ୍କୁ ଟାଣିନେଲା ବାଘୁଣୀ । ଅନୁଗୋଳର ପୁରୁଣକୋର୍ଟ ରେଞ୍ଜ ହାତିବାରି ନିକଟରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି କୈଳାଶୀ ସାୟା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ…

ଏସିଆନ ଚାମ୍ପିଅନ୍ସ ଟ୍ରଫି ଓ ହକି ବିଶ୍ୱକପ ପାଇଁ ଘୋଷଣା ହେଲା ୨୫ ଜଣିଆ ପ୍ରଶିକ୍ଷଣ ଶିବିର । ସ୍ଥାନ ପାଇଲେ ନାହିଁ…

କନକ ବ୍ୟୁରୋ: ଜାତୀୟ ହକି ଶିବିର ପାଇଁ ହକି ଇଣ୍ଡିଆର ୨୫ ଜଣିଆ ତାଲିକା ଘୋଷଣା । ୨୫ ଜଣିଆ ହକି ଖେଳାଳି ତାଲିକାରେ ସ୍ଥାନ ପାଇଲେ ନାହିଁ କୌଣସି ଓଡ଼ିଆ ଖେଳାଳି । ଯାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଜାକର୍ତ୍ତା ଏସିଆଡ୍ ବ୍ରୋଞ୍ଜ ବିଜେତା ୨ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ…

ହକି ବିଶ୍ୱକପ ପୂର୍ବରୁ ଭାରତକୁ ଲାଗିଲା ଝଟକା, ଅର୍ନ୍ତଜାତୀୟ ହକିରୁ ସନ୍ନ୍ୟାସ ନେଲେ ସର୍ଦ୍ଦାର ସିଂ ।

ହକିକୁ ବାଏ ବାଏ କଲେ ସର୍ଦ୍ଦାର । ପୂର୍ବତନ ଭାରତୀୟ ହକି ଟିମର ଅଧିନାୟକ ସର୍ଦ୍ଦାର ସିଂହ ବୁଧବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏହାସହ ସର୍ଦ୍ଦାରଙ୍କ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ଖେଳିବା ଆଶା ମଉଳିଛି । ଏସିଆନ ଗେମ୍ସରେ ଖରାପ ପ୍ରଦର୍ଶନ ପାଇଁ ସେ…