Daily Archives

September 1, 2018

ମାଲେରିଆ ଜ୍ୱରରେ ପିଡିତ ଅଛନ୍ତି କି ? ତେବେ ଜାଣିରଖନ୍ତୁ କଣ ଖାଇବା ଉଚିତ କଣ ଖାଇବା ଅନୁଚିତ ।

ଡେଙ୍ଗୁ ଓ ଟାଇଫଏଡ ଭଳି ମାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଯଦି ଆପଣ ମାଲେରିଆ…

ମଦ୍ୟପାନ କରି ଶ୍ରମିକଙ୍କ ଉପରେ ଗାଡି ଚଢାଇଲେ ବିଜେପି ନେତାଙ୍କ ପୁଅ ! ଚାଲିଗଲା ଦୁଇଜଣଙ୍କ ଜୀବନ, ୨ ଗୁରୁତର ।

ଗାନ୍ଧିନଗର ରେଳବାଇ ଷ୍ଟେସନ୍ ନିକଟସ୍ଥ ରାସ୍ତାରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ୍ ସଭ୍ ଚଳାଉଥିବା ବେଳେ ଗୁରୁବାର ରାତିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଜେପି ନେତା ବଦ୍ରି ମୀନାଙ୍କ ୩୫ ବର୍ଷିଅ…

ଆସନ୍ତାକାଲି ଜନ୍ମାଷ୍ଟମୀ ! ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି, ଉତ୍ସବ ମୁଖର ଗାଁରୁ ସହର ।

ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେବ । ଏ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି । ମନ୍ଦିର ଗୁଡ଼ିକ ଆଜିଠାରୁ ଆଲୋକମାଳାରେ ସଜାଇ ହୋଇଛି । ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଚକାପାଦ…

ବର୍ଷାରେ ବେହାଲ ଦିଲ୍ଲୀ ! ଜଳମଗ୍ନ ହେଲା ଅନେକ ଅଞ୍ଚଳ, ଜାତୀୟ ରାଜପଥ ଉପରେ ଅଟକ ରହିଲା ଶହ ଶହ ଗାଡି, ପାଣି ଭିତରେ…

କନକ ବ୍ୟୁରୋ : ବର୍ଷାରେ ବେହାଲ ଦିଲ୍ଲୀ । ଗତକାଲି ଠାରୁ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ଅଟକି ରହିଛି । ଆରକେ ପୁରମ, ଏମବି ରୋଡ, ଲକ୍ଷ୍ମୀନଗର…

ଗରମ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ ! ହୋଇପାରେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ।

ସାଧାରଣତଃ ଲୋକମାନେ ଚା’ ପିଇବାକୁ ବେଶ ପସନ୍ଦ କରନ୍ତି । ସକାଳୁ ଉଠିଲେ ଚା’ ପିଇବା ଲୋକମାନଙ୍କର ଏକ ପୁରୁଣା ଅଭ୍ୟାସ । ତେବେ ଏହି ଭଳି କ୍ଷେତ୍ରରେ ଯଦି ଚା’ ଥଣ୍ଡା ହୋଇଯାଏ ତେବେ ପିଇବାକୁ ଭଲ ଲାଗିନଥାଏ । କିନ୍ତୁ ଏକ ରିସର୍ଚ୍ଚରୁ ଜଣାପଡିଛି ଯଦି ଆପଣ ମଦ ପିଉଛନ୍ତି ତେବେ ଗରମ ଚା’ ପିଇବା…