Daily Archives

September 26, 2018

ଦିନ ଦ୍ୱିପହରରେ ପୋଲିସ ଆଗରେ ଜଘନ୍ୟ ହତ୍ୟାକାଣ୍ଡ ! ବିଚ୍ ରାସ୍ତାରେ ଯୁବକଙ୍କୁ ଟାଙ୍ଗିଆରେ ହାଣିଲା ଦୂବୃର୍ତ୍ତ,…

ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସଡ଼କ ଉପରେ ଆଜି ସ୍ପଷ୍ଟ ଦିବାଲୋକରେ ଶତାଧିକ ଜନତା ଓ ଖୋଦ୍ ପୁଲିସର ସମ୍ମୁଖରେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି । ପୂରା ହତ୍ୟା ଘଟଣାର ଭିଡିଓ ଚିତ୍ର ଏକାଧିକ କ୍ୟାମେରାରେ କଏଦ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ…

ସୁପ୍ରିମକୋର୍ଟ ଦେଲେ ଐତିହାସିକ ରାୟ ! ଜାଣନ୍ତୁ କେଉଁ କ୍ଷେତ୍ରରେ ଆଧାର ଲିଙ୍କ୍ ଆବଶ୍ୟକ ଓ କେଉଁ ବାଧ୍ୟତାମୂଳକ ନୁହେଁ…

କନକ ବ୍ୟୁରୋ : ସରକାରୀ ଯୋଜନା, ବ୍ୟାଙ୍କ କିମ୍ବା ମୋବାଇଲ ଫୋନ, ପ୍ରତ୍ୟେକ କ୍ଷେତ୍ରରେ ଦରକାର ପଡୁଥିବା ଆଧାରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା, ତାର ଅବସାନ ହୋଇଛି । ଆଧାରକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ମୋବାଇଲ୍,…

ଏହି ଟ୍ରାଫିକ ପୋଲିସଙ୍କୁ ସଲାମ ନକରି ଆପଣ ରହିପାରିବେନି ! ଲଗାଣ ବର୍ଷାରେ ଆଣ୍ଠୁଏ ପାଣିରେ ଭୁଲିନଥିଲେ ନିଜ କର୍ତ୍ତବ୍ୟ…

ଏମିତି ଟ୍ରାଫିକ ପୋଲିସଙ୍କୁ ସଲାମ । ଲଗାଣ ବର୍ଷାରେ ମଧ୍ୟ ଭୁଲିନାହାନ୍ତି ନିଜ କର୍ତ୍ତବ୍ୟ ।ଉତ୍ତରପ୍ରଦେଶରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଜଣେ ଟ୍ରାଫିକ୍ ପୁଲିସଙ୍କ କାର୍ଯ୍ୟଶୈଳୀର ଭିଡ଼ିଓ ସମସ୍ତଙ୍କୁ ଖୁସି କରାଇଛି ।…

ସାଧାରଣ ଲୋକଙ୍କୁ ମୋଦି ସରକାରଙ୍କ ଆଉ ଏକ ଝଟକା ! ବଢିଲା ସୀମା ଶୁଳ୍କ, ଜାଣନ୍ତୁ କେଉଁ ୧୯ଟି ସାମଗ୍ରୀ ପାଇଁ ଦେବାକୁ…

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପକେଟକୁ ମହଙ୍ଗା ମାଡ । ପାର୍ବଣ ଋତୁ ପୂର୍ବରୁ ଅଥାର୍ତ ଆସନ୍ତାକାଲି ଠାରୁ ୧୯ଟି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । କାରଣ କେନ୍ଦ୍ର ସରକାର ସୀମା ଶୁଳ୍କରେ ବୃଦ୍ଧି କରିଛନ୍ତି । ଏଣିକି ଏସି, ଫ୍ରିଜ୍, ୱାସିଂ ମେସିନ ଭଳି ୧୯ଟି ସାମଗ୍ରୀ ଅଧିକ ଦରରେ କିଣିବେ…

ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଗଲେ ମୁମ୍ବାଇର କୁନି ପୁଅ ! ଉପସ୍ଥିତ ବୁଦ୍ଧି ଖଟାଇବାରୁ ପାଇଲେ ନୂଆ ଜୀବନ, ଖେଳୁଥିବାବେଳେ…

କନକ ବ୍ୟୁରୋ : ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଗଲେ ମୁମ୍ବାଇର କୁନି ବାଳକ । ଖେଳୁଥିବା ବେଳେ ହଠାତ ତାଙ୍କ ଉପରକୁ କାର ମାଡି ଆସିଥିଲା ତେବେ ସେ ଉପସ୍ଥିତ ବୁଦ୍ଧି ଖଟାଇ ଶୋଇ ଯିବାରୁ ପାଇଲେ ନୂଆ ଜୀବନ । ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ । ଏମିିତି ବି ହୁଏ ଚମକ୍ରାର । ମୃତ୍ୟୁକୁ ମାତ୍…