Daily Archives

September 16, 2018

ରାତା ରାତି ଲକ୍ଷପତି ହେଲେ ଆଇଏଏସଙ୍କ ଘରେ କାମ କରୁଥିବା ଚାକର ! ଘଟଣା ଜାଣି ସମସ୍ତଙ୍କ ଉଡିଗଲା ହୋସ ।

ଛତିଶଗଡ଼ର ରାୟପୁରରେ ଜଣେ ପୂର୍ବ ଆଇଏଏସ୍ ଅଧିକାରୀଙ୍କ ଘରେ କାମ କରୁଥିବା ଚାକର ରାତାରାତି ଲକ୍ଷପତି ହୋଇଯିବା ପରେ ଖୁସି ହୋଇଥିଲେ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପରିବାର । କିନ୍ତୁ ଚାକର ଲକ୍ଷପତି ହେବା ପଛର କାରଣ ମାଲିକକୁ ଜଣା ନଥିଲା । ଯେତେବେଳେ ପ୍ରକୃତ କାରଣ ସାମ୍ନାକୁ ଆସିଲା ସେତେବେଳେ…

ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜ ଦେବ ଓଡିଆ ପୁଅ ! ଭାରତ ବିପକ୍ଷ ମ୍ୟାଚରେ ହଂକଂ ଟିମର ନେତୃତ୍ୱ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ । ଏସିଆ ମହାଦେଶର ଶ୍ରେଷ୍ଠ ୬ଟି ଦଳ ମଧ୍ୟରେ ଟ୍ରଫି ହାତେଇବା ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏସବୁ ଭିତରେ ସମସ୍ତଙ୍କ ନଜର ରହିଛି ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଉପରେ । ତେବେ ଭାରତ ନିଜର ଏସିଆ…

ଏଠାରେ ପ୍ରାୟ ୬୯,୭୮୫ ଲୋକ ଶହେ ବର୍ଷରୁ ଅଧିକ ବୟସ ଜୀବିତ ରହିଛନ୍ତି । ଜାଣନ୍ତୁ ଏହା ପଛରେ କଣ ରହିଛି ରହସ୍ୟ, ଆପଣ ବି…

ଯାପାନରେ ପ୍ରାୟ ୬୯,୭୮୫ ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚିଥିବା କଥା ଏକ ଆକଳନରୁ ସାମ୍ନାକୁ ଆସିଛି । ଏଠାରେ ହଜାର ହଜାର ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚି ରହିଛନ୍ତି । ଯେଉଁଥିରେ ପ୍ରାୟ ୮୮.୧ ପ୍ରତିଶତ ମହିଳା ରହିଛନ୍ତି । ସରକାର ମଧ୍ୟ ଏହି ସୂଚନା ପ୍ରଦାନ କରି କହିଛନ୍ତି କି, ଯାପାନରେ…

ପୁଣି ଭିଜିବ ଓଡିଶା! ୧୮ରେ ହେବ ଆଉ ଏକ ଲଘୁଚାପ, ୪ ଦିନ ନିର୍ଦ୍ଧୁମ ବର୍ଷିବ, , ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ…

କନକ ବ୍ୟୁରୋ : ପୁଣି ଭିଜିବ ଓଡିଶା । ୧୮ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ଉତର ଓଡିଶା, ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର…

ଦେଶରେ ୩୫ ରୁ ୪୦ ଟଙ୍କାରେ ପେଟ୍ରୋଲ ଡିଜେଲ ଯୋଗାଇଦେବେ ବାବା ରାମଦେବ ?

ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢିଚାଳିଛି । ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କାକୁ ଛୁଇଁଛି । ଦେଶରେ ତେଲଦର ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବାବେଳେ…