Daily Archives

September 28, 2018

ମ୍ୟାଟ୍ରିମୋନିଆଲ ସାଇଟରେ ଡାକ୍ତରର ପରିଚୟ ଦେଲେ ଯୁବକ ! ବିବାହର ଆଶା ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା…

ଦିଲ୍ଲୀରେ ଏକ ମ୍ୟାଟ୍ରିମୋନିଆଲ ସାଇଟ୍ ଜରିଆରେ ସଂପର୍କ ଯୋଡ଼ି ନିଜକୁ ଜଣେ ଡ଼ାକ୍ତର ବୋଲି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ମ୍ୟାଟ୍ରିମୋନିଆଲ ସାଇଟରେ ନିଜକୁ ଏମ୍ସର ଡ଼ାକ୍ତର ବୋଲି ପରିଚୟ ଦେଇ ଯୁବତୀଙ୍କୁ ମେସେଜ ପଠାଇଥିଲେ । ପରେ…

ଓଡିଶାରେ ପୁଣି ଆସିବ ବିଜେଡି ! ଇଣ୍ଡିଆ ଟୁଡେ ସର୍ଭେ କହିଲା, ମୁଖ୍ୟମନ୍ତ୍ରୀ ଭାବେ ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ,…

କନକ ବ୍ୟୁରୋ : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଖୁସିଖବର । ୨୦୧୯ ପୂର୍ବରୁ ଏମିତି ଏକ ସର୍ଭେ ରିପୋର୍ଟ ଆସିଛି ଯାହା ବିଜେଡି ସୁପ୍ରିମୋଙ୍କ ମନରେ ଖୁସି ଭରି ଦେଇଛି । ଲଗାତାର ୪ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପଞ୍ଚମ ଥର ପାଇଁ ଶାସନଗଦିରେ ବସିପାରନ୍ତି ।…

ପର୍ଣ୍ଣ ଭିଡିଓ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ! ସାଇଟ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ…

ଉତ୍ତରାଖଣ୍ଡ ହାଇକୋର୍ଟ ଏବେ ପର୍ଣ୍ଣ ସାଇଟ୍ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପର୍ଣ୍ଣ ସାଇଟର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବାରୁ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା କହି ହାଇକୋର୍ଟ ଏହି ରାୟ ଦେଇଛନ୍ତି । କେନ୍ଦ୍ର ସରକାର ଇଣ୍ଟରନେଟରେ ଉପଲବ୍ଧ ଥିବା ୮୫୯ ପର୍ଣ୍ଣ ସାଇଟକୁ…

ୱିକେଟକିପର ଭାବେ ନୂଆ ରେକର୍ଡ ସୃଷ୍ଟି କଲେ ଧୋନି । ୮୦୦ ତମ ଶିକାର କରି ରଚିଲେ ଇତିହାସ

ଅର୍ନ୍ତଜାତୀୟ କ୍ରିକେଟରେ ନୂଆ ରେକର୍ଡ କଲେ ମହେନ୍ଦ୍ର ସିଂ ଧୋନି । ୩୭ ବର୍ଷୀୟ ଏହି ଭାରତୀୟ ୱିକେଟକିପର କ୍ୟାରିୟରରେ ୮୦୦ ତମ ଶିକାର ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ଏସିଆ କପ ଫାଇନାଲରେ ଧୋନି ଏହି ସଫଳତା ହାସଲ କରିଛନ୍ତି । ଫାଇନାଲ ପୂର୍ବରୁ ଏହି ସଫଳତା ହାସଲ କରିବାକୁ ଧୋନିଙ୍କୁ…

ମାଲିକ ହେବତ ଏମିତି ! କର୍ମଚାରୀଙ୍କୁ ୧ କୋଟିର ଟଙ୍କାର ମର୍ସିଡିଜ୍ କାର ଗିଫ୍ଟ କଲେ ହିରା ବ୍ୟବସାୟୀ ।

କର୍ମଚାରୀଙ୍କୁ କାର ଗିଫ୍ଟ କରି ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୁରତର ହୀରା ବ୍ୟବସାୟୀ । ହୀରା ବ୍ୟବସାୟୀ ସବଜୀ ଭାଇ ଢୋଲାକିୟା ତାଙ୍କର ତିନି ଜଣ କର୍ମଚାରୀଙ୍କ କାମରେ ଖୁସି ହୋଇ ତିନୋଟି ନୂଆ ମର୍ସିଡିଜ୍ କାର ଉପହାର ଦେଇଛନ୍ତି । ସୂଚନା ଅନୁଯାୟୀ, କର୍ମଚାରୀଙ୍କୁ…