Daily Archives

September 24, 2018

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା ! ୨ ଛାତ୍ରଗୋଷ୍ଠୀ–ପୋଲିସ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି, ୩ ଅଟକ ।

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଅଶାନ୍ତ ହୋଇପଡିଛି । ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଉତ୍ତେଜନା । ଦୁଇ ଛାତ୍ର ଗୋଷ୍ଠୀ ଏବଂ ପୋଲିସ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୨ ଛାତ୍ରଙ୍କୁ ଅଟକ…

କମୁନି ତେଲ ତାତି ! ମୁମ୍ବାଇରେ ପେଟ୍ରୋଲ ଦର ଟପିଲା ୯୦, ଦିଲ୍ଲୀ ଓ କୋଲକାତାରେ ବି ବଢିଲା ଦାମ୍ ।

କନକ ବ୍ୟୁରୋ : ସାରା ଦେଶରେ ଦିନକୁ ଦିନ ବଢିଚାଲିଛି ତେଲ ଦର । ପେଟ୍ରୋଲ ଡିଜେଲ ଦର କମିବାର ନାଁ ନେଉନି । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ୮ପଇସା…

ବାଙ୍ଗାଲୋରରେ ଫଶି ରହିଛନ୍ତି ଓଡିଆ ଶ୍ରମିକ : ବେଆଇନ୍ ଛଟେଇ କରିବା ସହ ପାଉଣା ଦେଉନି କମ୍ପାନୀ

କନକ ବ୍ୟୁରୋ : ବାଙ୍ଗାଲୋରର ଜିଗାନୀ ସହରରେ ଫଶି ରହିଛନ୍ତି ଓଡିଆ ଶ୍ରମିକ । ବାଙ୍ଗାଲୋରର ଜିଗାନୀ ସହରରେ କାମ କରୁଥିବା ଏହି ଓଡିଆ ମାନଙ୍କୁ ବେଆଇନ ଭାବେ କମ୍ପାନୀ ଛଟେଇ କରିବା ସହ ବାକି ଥିବା ପାଉଣା ମଧ୍ୟ ଦେଉ ନାହିଁ । ଏଣୁ ବର୍ତ୍ତମାନ ସେମାନେ ଅତି ଦୟନୀୟ ସ୍ଥିତିରେ ଥିବା ଜଣା ପଡିଛି ।…

୪,୫୦୦ ଫୁଟ୍ ଉଚ୍ଚରେ ସିକ୍କିମର ପ୍ରଥମ ଏୟାରପୋର୍ଟ ! ପୋକୟାଙ୍ଗ ବିମାନବନ୍ଦରକୁ ଉଦଘାଟନ୍ କଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ପୁରଣ ହେଲା ସିକ୍କିମବାସୀଙ୍କ ସ୍ୱପ୍ନ । ୪ହଜାର ୫ଶହ ଫୁଟ ଉଚ୍ଚରେ ସିକ୍କିମର ପ୍ରଥମ ବିମାନ ବନ୍ଦରକୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଦେଶରେ ବିମାନ ବନ୍ଦରର ସଂଖ୍ୟା ଶହେରେ ପହଂଚିଛି ।…

ପୁଣି ରାହୁଲଙ୍କ ଟାର୍ଗେଟରେ ମୋଦି ! ରାଫେଲ ଡିଲର ମୂଲ୍ୟ ସମ୍ପର୍କରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କାହିଁକି ଅବଗତ…

କନକ ବ୍ୟୁରୋ : ୨ଦିନିଆ ଆମେଠି ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାଫେଲ ଡିଲକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦେଶବାସୀଙ୍କୁ ରାଫେଲ ଡିଲର ମୂଲ୍ୟ ସମ୍ପର୍କରେ କାହିଁକି ପ୍ରଧାନମନ୍ତ୍ରୀ ଅବଗତ କରାଉ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଦେଶର…