Daily Archives

September 20, 2018

ଅଷ୍ଟମ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଫିନାଲେ ।

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଅଷ୍ଟମ ଦିନ । ଅଷ୍ଟମ ଦିନରେ ହାଇଟେକ ମେଡିକାଲ୍ କଲେଜର ପ୍ରାୟ ୬୦ ଜଣ ପ୍ରତିଯୋଗି ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ…

ବାତ୍ୟାର ଦୂରତା ୯୦ କିଲୋମିଟର ! ଘଣ୍ଟାକୁ ୨୦ କିଲୋମିଟର ବେଗରେ ମାଡି ଆସୁଛି ‘ଡାଏ’, ପବନ ହେବ, ପ୍ରବଳ…

କନକ ବ୍ୟୁରୋ : ଆଉ ମାତ୍ର ୯୦ କିଲୋମିଟର । ଓଡିଶା ଉପକୂଳ ଛୁଇଁବ ବାତ୍ୟା ‘ଡାଏ’ । ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଥିବା ଡାଏ ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହେବା ପରେ…

ମଝି ଆକାଶରୁ କାର ଉପରେ ପଡିଲା ବିମାନ । ହେଲେ ଅଳ୍ପକେ ରକ୍ଷା ପାଇଗଲା ଜୀବନ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଟେକ୍ସାସର ସୁଗାର ଲ୍ୟାଣ୍ଡ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁ ଦିନ ପରି ସୁଗାର ଲ୍ୟାଣ୍ଡ ସହରର ରାସ୍ତାରେ ଗାଡ଼ି ଚଳାଚଳ ହେଉଥିବା ବେଳେ ହଠାତ୍ ଉପରୁ ଏକ ବିମାନ ଆସି ଏକ କାର୍ ଉପରେ ପଡ଼ିଥିଲା । ଏହି ଗାଡ଼ିର ପଛରେ ଏବଂ ଆଗରେ ଥିବା ଗାଡ଼ି ଏହି ଦୃଶ୍ୟକୁ ଦେଖି ଅଟକି…

ବିଏସଏଫ୍ ଯବାନଙ୍କ ହତ୍ୟା ପୂର୍ବରୁ ଆକାଶମାର୍ଗରେ ଦେଖିବାକୁ ମିଳିଥିଲା ପାକିସ୍ତାନ ସେନାର ହେଲିକପ୍ଟର !

ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଭାରତ ସହ ଶାନ୍ତି ଓ ବନ୍ଧୁତ୍ୱର କଥା କହୁଛି ଓ ଅନ୍ୟପଟେ ଭାରତୀୟ ସୈନିକଙ୍କୁ ମାରି ନୃଶଂସତାର ପରିଚୟ ଦେଉଛି ପାକିସ୍ତାନ । ପାକ୍ ରେଞ୍ଜର୍ସମାନେ ଗତକାଲି ଅତି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ବିଏସଏଫ୍ ଯବାନଙ୍କୁ ଜମ୍ମୁର ଅନ୍ତର୍ଜାତୀୟ ସୀମା…

ଆଜି ରାତିରେ ଗୋପାଳପୁର ଛୁଇଁବ ବାତ୍ୟା ! ପାଣିପାଗ ବିଭାଗର ସତର୍କତା ପରେ ସରକାର ସଜାଗ୍ ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷପ ନେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…