Daily Archives

September 3, 2018

ଖାଦ୍ୟରୁ ପୋକ ବାହାରୁଥିଲେ କେଉଁଠି ଓ କେମିତି କରିବେ ଅଭିଯୋଗ !

ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା,ଯେଉଁଠି ଜଣେ ଲୋକ ବିରିୟାନି ଖାଉଥିବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା । ଏ ନେଇ ସେ ଟ୍ଵିଟରରେ ଫଟୋ ଛାଡ଼ି ଏହି ଘଟଣାଟିକୁ ସର୍ବସମ୍ମୁଖକୁ ଆଣିଥିଲେ । ଏହି ଖବର ପ୍ରସାର ହେବା ପରେ ଖାଦ୍ୟ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ମଧ୍ୟ…

ଏକାସଙ୍ଗରେ ନିର୍ବାଚନ କଲେ ଇଭିଏମ କିଣିବାରେ ଖର୍ଚ୍ଚ ହେବ କେତେ ଟଙ୍କା । ଆଇନ କମିସନ ଦେଲେ ପୂରା ହିସାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ‘ଏକ ଦେଶ ଏକ ନିର୍ବାଚନ’ ସ୍ୱପ୍ନ ମହଙ୍ଗା ପଡ଼ିବ। ବିଜେପି ଏହି ପ୍ରକ୍ରିୟାକୁ ନେଇ ଯଦିଓ ନିର୍ବାଚନରେ କମ୍ ଟଙ୍କା ଖର୍ଚ୍ଚ ହେବ ବୋଲି ଦାବି କରୁଛି ତଥାପି ଆଇନ୍ କମିସନ୍ ଏହାକୁ ସ୍ୱୀକାର କରୁନାହିଁ। ଆଇନ୍ କମିସନର ଆକଳନ ଅନୁସାରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ! ଛତିଶଗଡର ବିଳାସପୁର ଜେଲରୁ ଆସିଲା ଧମକପୂର୍ଣ୍ଣ ଚିଠି, ସ୍ପଷ୍ଟ କଲେ…

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରିବାକୁ ଧମକ । ଛତିଶଗଡ ଜେଲରୁ ନବୀନଙ୍କୁ ହତ୍ୟା ଧମକ ଦେଇଛନ୍ତି ଜଣେ କୁଖ୍ୟାତ ଅପରାଧୀ । ବିଳାସପୁର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ଏକ ଚିଠି ଜରିଆରେ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି ।…

ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହେଲା ଲଗ୍ନ ! ଆସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ଇଷ୍ଟ-ଦେବୀ…

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ନୂଆଁଖାଇ ଆସିଲେ ଉତ୍ସବମୁଖର ହୋଇପଡିଥାଏ ସମଗ୍ର ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୧୪ ତାରିଖ ତୁଳା ଲଗ୍ନରେ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମାଆଙ୍କ ନିକଟରେ ନବାନ୍ନ…

ଏହି ଫଟୋ ପଛର ଖବର ଜାଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ ।

କିଛି ଦିନ ଧରି ଫେସବୁକରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ମେସେଜ ଅନୁଯାୟୀ, ଜଣେ ହିନ୍ଦୁ ଲୋକର ଗାଈ ଟିଏ ଜଣେ ମୁସଲମାନ ଲୋକର ଚାଷ କ୍ଷେତକୁ ଚାଲିଗଲା । ଏହା ପରେ ସେହି ମୁସଲମାନ ଲୋକ ଜଣଙ୍କ ଗାଈଟିକୁ ମାରିଦେବା ସହ ସେହି ହିନ୍ଦୁ ଲୋକଟିକୁ ମଧ୍ୟ ମାରିଦେଲା । ଏପରିକି ହିନ୍ଦୁ…