Daily Archives

September 12, 2018

ମୁଁ କହିଥିବା ପ୍ରସଙ୍ଗ ଦଳବିରୋଧୀ ଥିଲା ନା ଦୁର୍ନୀତି ବିରୋଧୀ? ଫେସବୁକରେ ପ୍ରଶ୍ନ ପଚାରିଲେ ଦାମ ବାବୁ ।

କନକ ବ୍ୟୁରୋ : ବିଜେଡିରୁ ବିଦା ହେବା ପରେ ଡାକ୍ତର ଦାମୋଦର ରାଉତ ବିଷ ଉଗାଳିଛନ୍ତି । ଦଳର ପରିଚାଳନା ଠାରୁ ଆରମ୍ଭ କରି ନେତୃତ୍ୱଙ୍କ କର୍ତ୍ତୃତ୍ୱ ଉପରେ ଲଗାଇଛନ୍ତି ବଡ ପ୍ରଶ୍ନବାଚୀ । ଖାଲି ଗଣମାଧ୍ୟମରେ ନୁହେଁ, ବରଂ ସୋସିଆଲ ମିଡିଆ ଅର୍ଥାତ୍ ଫେସବୁକ ଜରିଆରେ ନିଜ ଉକ୍ତି ରଖିବାକୁ…

ତୁଣ୍ଡ ପାଇଁ ମୁଣ୍ଡ ଯିବା ପରେ ବର୍ଷିଲେ ଦାମୋଦର ରାଉତ । ଜାଣନ୍ତୁ କାହାକୁ ଓ କିଭଳି ଟାର୍ଗେଟ କଲେ ଦାମ

କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେଲେ ଦାମୋଦର ରାଉତ । ଦଳବିରୋଧୀ ମନ୍ତବ୍ୟ ଦାମଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି । ତେବେ ବିଜେଡିରୁ…

ଅନ୍ଧ ନଗରୀ ! ଏଠାରେ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଏବଂ ପଶୁ ଠାରୁ ଆରମ୍ଭ କରି ପକ୍ଷୀ ଯାଏ ସମସ୍ତେ ଅନ୍ଧ,…

ଏପରି ଏକ ଗାଁ ଯେଉଁଠାରେ ମହିଳା ଠାରୁ ଆରମ୍ଭ କରି ପୁରୁଷ ଯାଏ ଏବଂ ପଶୁ ଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ଏଠାରେ ସମସ୍ତେ ଅନ୍ଧ । ଏହି ଗାଁରେ ପକ୍ଷୀ ଉଡି ପାରନ୍ତି ନାହିଁ କି ପଶୁ ଶିକାର କରିପାରନ୍ତି ନାହିଁ । କେବଳ ସେତିକି ନୁହେଁ ଏଠାରେ ମଣିଷଙ୍କର ଆଖି ଥାଇ ମଧ୍ୟ ଏଠାରେ କେହି ଦେଖି…

ଦାମଙ୍କ ପାଇଁ ତୁଣ୍ଡ ଅଡୁଆ, କେଉଁ ବିବାଦୀୟ ବୟାନ ଦେଇ ଫଶିଥିଲେ ଦାମ ! ପଢନ୍ତୁ ବିବାଦୀୟ ବୟାନର ପୂରା ଇତିହାସ

କନକ ବ୍ୟୁରୋ : ମହଙ୍ଗା ପଡିଲା ବିବାଦୀୟ ବୟାନ । ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ । ବାରମ୍ବାର ଦଳବିରୋଧୀ ମନ୍ତବ୍ୟ ଦେଇ ବିଜେଡିକୁ ଅଡୁଆରେ ପକାଉଥିବା ଦାମଙ୍କୁ ଏକ ବଡ ଝଟକା ଦେଇଛନ୍ତି ବିଜେଡି ସୁପ୍ରିମୋ । ଗତ କିଛି ଦିନ ଧରି ଦାମଙ୍କୁ ନେଇ ଯେଉଁ…

୨୬ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ପ୍ରମାଣ ହେଲେ ନିର୍ଦୋଷ ! କ୍ଷତୀପୂରଣ ଆକାରରେ ମିଳିଲା ମାତ୍ର ୭୫ ହଜାର ଟଙ୍କା ।

ଗୁଜୁରାଟର ଜଣେ ବ୍ୟକ୍ତି ନିଜ ଜୀବନର ୨୬ ବର୍ଷ ଏପରି ଏକ ଅପରାଧ କାରଣରୁ ଜେଲରେ ବିତାଇଛନ୍ତି ଯାହା ସେ କରିନଥିଲେ । ହତ୍ୟା କରିଥିବା ନେଇ ଏକ ମିଛ ଅପରାଧରେ ପୋଲିସ ଜୟନ୍ତି ଭାଇ ରାଣାଙ୍କୁ ଫସାଇ ଦେଇଥିଲେ । ଏବଂ ତାଙ୍କୁ ମାଡ ମାରି ହତ୍ୟା କରନ୍ତି ବୋଲି ପ୍ରମାଣ ମଧ୍ୟ କରିଦେଇଥିଲେ । କିନ୍ତୁ…