Daily Archives

September 19, 2018

ଟ୍ରେନରେ ଜିନିଷ ଚୋରି ହେଲେ କିପରି ଏବଂ କାହାକୁ କରିବେ ଅଭିଯୋଗ ! ଜାଣନ୍ତୁ ଅଭିଯୋଗ କରିବାର ପୁରା ପ୍ରକ୍ରିୟା ।

ସାଧାରଣତଃ ଟ୍ରେନରେ ଯିବା ସମୟରେ ଅନେକ ଲୋକଙ୍କର ଅନେକ ମୂଲ୍ୟବାନ ଜିନିଷ ଟ୍ରେନରୁ ଚୋରି ହୋଇଥିବା ଘଟଣା ସମ୍ନାକୁ ଆସିଛି । କେତେବେଳେ ମୋବାଇଲ ଚୋରି ହୋଇଥାଏ ତ ଆଉ କେତେବେଳେ ବ୍ୟାଗ୍ କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଥାଏ । ଏଥି ସବୁ ମଧ୍ୟରେ ଲୋକମାନେ ଚୋରି ଘଟଣାକୁ ନେଇ…

ପାକିସ୍ତାନକୁ ଧରାଶାୟୀ କଲା ଟିମ୍ ଇଣ୍ଡିଆ ! ୮ ୱିକେଟରେ ଜିତିଲା ରୋହିତ୍ ବାହିନୀ, ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା…

କନକ ବ୍ୟୁରୋ : ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା ଟିମ୍ ଇଣ୍ଡିଆ । ଏସିଆ କପ୍ ୨୦୧୮ର ଲିଗ୍ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇଛି ଭାରତ । ଟିମ୍ ଇଣ୍ଡିଆର ବୋଲିଂ ବାହିନୀ ଆଗରେ ହାର ମାନିଛି ପାକିସ୍ତାନ । ଭାରତର ପ୍ରାରମ୍ଭିକ ଯୋଡି ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ଦମଦାର…

ଅଭିଜିତ ଆୟାରଙ୍କ ଅହଙ୍କାର ଟପିଯାଇଛି ସବୁ ସୀମା ! କୋଣାର୍କର କାରୁକାର୍ଯ୍ୟକୁ ଅତ୍ୟନ୍ତ ଅଶାଳୀନ ଭାଷାରେ ବର୍ଣ୍ଣନା…

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅବା ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ବିଶ୍ୱପରିଚିତ । ଅନେକ ଲୋକ ଏହାକୁ ଦୁର ଦୁରାନ୍ତରରୁ ଦେଖିବା ପାଇଁ ଆସିବା ସହ ଏହାର ସୌନ୍ଦରତାକୁ ବେଶ ପ୍ରଶନ୍ସା କରିଥାନ୍ତି । କିନ୍ତୁ ଅନେକବାର ଏହାକୁ ନେଇ ଆଲୋଚନା ଓ ସମାଲୋଚନା ମଧ୍ୟ ଦେଖିବାକୁ…

ଭାଇ ବନିଲା ସଇତାନ୍ ! ଭଉଣିକୁ ଦୁଇ ବର୍ଷ ବାନ୍ଧିକି ରଖିଲା ଭାଇ, ଚାରି ଦିନରେ ଖାଇବାକୁ ଦେଉଥିଲା ଗୋଟିଏ ରୁଟି ।

ଦିଲ୍ଲୀରୁ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ମହିଳା କମିଶନର ଟିମ୍ ରୋହିଣୀ ଅଞ୍ଚଳରୁ ଜଣେ ୫୦ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଯାହାଙ୍କୁ ତାଙ୍କ ଭାଇ ଦୁଇ ବର୍ଷ ପାଖାପାଖି ହେବ ବନ୍ଦୀ କରି ରଖିଥିଲା। ମହିଳା କମିଶନର ଟିମ୍ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା…

ମୁସଲମାନ ମହିଳାଙ୍କ ପାଇଁ ଐତିହାସିକ ଦିନ ! ଅପରାଧ ଶ୍ରେଣୀଭୁକ୍ତ ହେଲା ତିନି ତଲାକ, ବିରୋଧୀ କହିଲେ ରାଜନୀତି କରୁଛି…

କନକ ବ୍ୟୁରୋ : ଦେଶର ମୁସଲମାନ ମହିଳାଙ୍କ ଅଧିକାର ପାଇଁ ଐତିହାସିକ ଦିନ । ତିନି ତଲାକ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏହି ଅଧ୍ୟାଦେଶ ଅନୁସାରେ ତିନି ତଲାକ ଏକ ଅପରାଧ ଭାବେ ବିବେଚିତ ହେବ । ଅଧ୍ୟାଦେଶ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ଏହାକୁ କାଏମ…