Daily Archives

September 12, 2018

ଜିଓ ଦେଉଛି ୧୦୦ ଟଙ୍କାର କ୍ୟାସବ୍ୟାକ୍ ! ଜାଣନ୍ତୁ କିପରି କରିବେ ରିଚାର୍ଜ ?

ନିଜର ଦ୍ୱିତୀୟ ବର୍ଷପୂର୍ତି ପାଳନ କରୁଥିବା ଜିଓ ପକ୍ଷରୁ ଉପଭୋକ୍ତାମାନଙ୍କୁ ସମ୍ପୂର୍ଣ୍ଣ ମାସ ସାରା ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି । ସମସ୍ତ ଉପଭୋକ୍ତାଙ୍କୁ ୧୬ ଜିବି ମାଗଣା ଡାଟା ଉପହାର ଦେବା ପରେ, ଏବେ ଜିଓ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା  ୩୯୯ ଟଙ୍କିଆ ପ୍ଲାନକୁ…

ମଧ୍ୟାହ୍ନ ଭୋଜନ ଚଳୁ କରିଦେଲେ ଶିକ୍ଷକ । ରୋଷେଇ ନକରି ମଧ୍ୟ କାଗଜପତ୍ରରେ ହୋଇଛି ବିଲ୍, ତଦନ୍ତ ଦାବି କଲେ ଅଭିଭାବକ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ଏବଂ ସତେଜ ରଖିବା ସହ ସେମାନଙ୍କୁ ପ୍ରତିଦିନ ସ୍କୁଲକୁ ଆସିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ମଧ୍ୟାହ୍ନ ଭୋଜନ ସହ କରୁଛନ୍ତି ଅନେକ ବ୍ୟବସ୍ଥା । ହେଲେ ଏହାରି ଯେଉଁ ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସରକାର ବାହାବାହା…

ବିସ୍ଥାପନକୁ ବିତିଗଲାଣି ଦୀର୍ଘ ବର୍ଷ, ଏଯାଏଁ ମିଳିନି କ୍ଷତିପୂରଣ : ଗଂଜାମର ନୂଆଗୋଳାବନ୍ଧ ଗାଁରେ ଅସ୍ତ୍ରଶସ୍ତ୍ର…

କନକ ବ୍ୟୁରୋ : ଆର୍ମି ଏଡି କଲେଜ୍ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଏଯାଏ ମିଳିନି କ୍ଷତିପୂରଣ । ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ନୂଆଗୋଳାବନ୍ଧ ଗ୍ରାମବାସୀ । ଉପଯୁକ୍ତ କ୍ଷତିପୂରଣ ସହ ରୋଜଗାର ବ୍ୟବସ୍ଥା କରା ନଗଲେ ଭିଟାମାଟି ନଛାଡିବାକୁ…

ପ୍ରତାପଙ୍କ ଫିଲ୍ମ ଷ୍ଟାଇଲ ! ଡ୍ୟାନ୍ସ କରି ଲୋକଙ୍କୁ ଦେଖାଉଛନ୍ତି ଟ୍ରାଫିକ ସିଗନାଲ ।

କିଛି ଦିନ ତଳେ ହୋମ ଗାର୍ଡ଼ରୁ ଟ୍ରାଫିକ ପୁଲିସ ସାଜିଥିବା ପ୍ରତାପ ଚନ୍ଦ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ କରିବାର ଶୈଳୀ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି । ପ୍ରତାପ ନିଜ ଡ୍ୟୁଟି କରିବା ସହ ନିଜ ନୃତ୍ୟ ଦ୍ୱାରା ପଥଚାରୀମାନଙ୍କର ମନୋରଞ୍ଜନ ମଧ୍ୟ…

କାକଟପୁର ବାଜପୁର ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ : ୧୧ ଆକ୍ରାନ୍ତ, ଜଣେ ଗୁରୁତର

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଜପୁରରେ ଡେଙ୍ଗୁ ଆତଙ୍କ । ୩୦ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡିଛି । ଆକ୍ରାନ୍ତମାନଙ୍କୁ ଭୁବନେଶ୍ୱର ଓ କଟକ ବଡ ମେଡିକାଲକୁ ପଠାଯାଇଛି । ଏହା ସହ ବୈକୁଣ୍ଠନାଥ ଚାନ୍ଦ…

କଂଗ୍ରେସ ଭାରତ ବନ୍ଦ ଡାକରାରେ ସାମିଲ ଥିଲେ କି ଧୋନି ? ଫଟୋ ହେଲା ଭାଇରାଲ, ଜାଣନ୍ତୁ କଣ ରହିଛି ସତ୍ୟତା ।

ଦେଶରେ ତୈଳ ଦର ବୃଦ୍ଧିକୁ ବିରୋଧ କରି ସେପ୍ଟେମ୍ବର ୧୦ ସୋମବାର ଦିନ ଭାରତ ବନ୍ଦ ଡ଼ାକରା ଦେଇଥିଲା କଂଗ୍ରେସ । ଯାହାର ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଏକ ଫଟୋ ମଧ୍ୟରୁ ଗୋଟେ ଫଟୋ ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ରହିଥିଲା । ଯେଉଁଥିରେ ତାଙ୍କ…