Daily Archives

September 7, 2018

ତେଲେଙ୍ଗାନାରେ ଆଗୁଆ ନିର୍ବାଚନକୁ ଝଟକା ! ଜାତକ ଗଣନା ଅନୁସାରେ ହେବନାହିଁ ନିର୍ବାଚନ, ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ…

କନକ ବ୍ୟୁରୋ : ଜାତକ ଗଣନା ଅନୁସାରେ କରାଯିବ ନାହିଁ ନିର୍ବାଚନ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସହ ଅନ୍ୟ ୪ଟି ରାଜ୍ୟର ଏକାସାଙ୍ଗରେ ନିର୍ବାଚନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏକାସାଙ୍ଗରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ…

କରତାରପୁର ସାହେବ ଗୁରୁଦ୍ୱାର ଖୋଲିବା ନିଷ୍ପତି ପାଇଁ ଇମ୍ରାନଙ୍କୁ ସିଦ୍ଧୁଙ୍କ ଧନ୍ୟବାଦ, କହିଲେ ଦୁଇ ପାଦ ବଢାଇଲା…

କନକ ବ୍ୟୁରୋ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଇମ୍ରାନ ପ୍ରୀତି । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ପାକିସ୍ତାନ ସରକାର ଭାରତ ପାକ୍ ସୀମାରେ ଥିବା କରତାରପୁର ସାହେବ ଗୁରୁଦ୍ୱାରକୁ ଶିଖ ଶ୍ରଦ୍ଧାଳୁଙ୍କୁ ଯିବା ପାଇଁ ଅନୁମତି ଦେବେ ବୋଲି…

ଟୁ ପ୍ଲସ ଟୁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ! ଭାରତକୁ ନାଟୋ ଦେଶ ସମକକ୍ଷ ମାନ୍ୟତା ଦେଲା ଆମେରିକା ।

କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରଥମ ଟୁ ପ୍ଲସ ଟୁ ବୈଠକରେ କମ୍ୟୁନିକେସନ୍ସ କମ୍ପାଟିବଲିଟି ଆଣ୍ଡ ସିକ୍ୟୁରିଟି ଏଗ୍ରିମେଂଟ ବା କମକାସା ସ୍ୱାକ୍ଷରିତ ହୋଇଛି । ଯାହା ଫଳରେ ଆମେରିକାର ଅତ୍ୟାଧୁନିକ ଓ ସମ୍ବେଦନଶୀଳ…

କମୁଛି ଶିକ୍ଷାର ଗୁଣାବତ୍ତା, ମାନିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ! ଏପଟେ ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ, କହିଲେ…

କନକ ବ୍ୟୁରୋ : ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ଅସହାୟତା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ  । ଆମ ଶିକ୍ଷାର ମାନ ଦିନକୁ ଦିନ କମିବାକୁ ଲାଗୁଛି ଏହାର ଯଥାଶୀଘ୍ର ସମାଧାନ କରିବାକୁ ପଡିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ  । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା…

ମୁମ୍ବାଇରେ ଉନ୍ମୋଚିତ ହେଲା ବିଶ୍ୱକପ ହକି ଜର୍ସି ! ଓଡିଶା ଜର୍ସିରେ ନଜର ଆସିଲେ ଟିମ୍ ଇଣ୍ଡିଆ, ନଭେମ୍ବର ୨୮ରୁ…

କନକ ବ୍ୟୁରୋ : ମୁମ୍ବାଇରେ ଉନ୍ମୋଚିତ ହେଲା ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ହକିର ଜର୍ସି  । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ସହ ବହୁ ତାରକା ଉପସ୍ଥିତ ଥିଲେ । ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି । ଏହି ମେଗା…