Daily Archives

September 11, 2018

ସେନାକୁ ଟଙ୍କା ସଙ୍କଟ ! ଦେଢ଼ ଲକ୍ଷ ଯବାନଙ୍କୁ ଅବସର ଦେଇ ଟଙ୍କା ସଞ୍ଚିବ ଭାରତୀୟ ସେନା ।

ଭାରତୀୟ ସେନା ଆଧୁନିକ ହତିଆର କିଣିବା ପାଇଁ ଏପରି ବିକଳ୍ପ ଉପରେ ବିଚାର କରୁଛନ୍ତି ଯାହା ପୂର୍ବରୁ କେବେ କରାଯାଇନଥିଲା । ତେବେ ସେନାରେ ଥିବା ପ୍ରାୟ ୧.୫ଲକ୍ଷ ଯବାନଙ୍କୁ ଚାକିରିରୁ ଅବସର ଦିଆଯିବା ନେଇ ବିଚାର କରୁଛି ଭାରତୀୟ ସେନା । ଏପରି କରାଯିବା କରାଯିବାର କାରଣ ହେଉଛି ଏଥିରୁ ସଞ୍ଚିତ…

ଅନ୍ତିମ ଟେଷ୍ଟ ମଧ୍ୟ ହାତଛଡା କଲା ଟିମ୍ ଇଣ୍ଡିଆ ! ୪-୧ରେ ଟେଷ୍ଟ ସିରିଜ ହାତେଇଲା ଇଂଲଣ୍ଡ ।

କନକ ବ୍ୟୁରୋ : ଇଂଲଣ୍ଡ ଠାରୁ ଅନ୍ତିମ ଟେଷ୍ଟରେ ମଧ୍ୟ ହାରିଲା ଭାରତ । ଭାରତ ବିରୋଧରେ ମଙ୍ଗଳବାର ଇଂଲଣ୍ଡ ଓଭାଲ ଟେଷ୍ଟକୁ ୧୧୮ ରନରେ ବିଜୟୀ ହୋଇଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୩୨ ରନ୍ ଓ ଦ୍ୱିତୀୟ ଇନିଂସରେ…

ଗ୍ରାହକଙ୍କ ପାଇଁ ଖୁସି ଖବର : ଜିଓଫୋନରେ ବି ଉପଲବ୍ଧ ହେବ ହ୍ୱାଟସଆପ୍

କିଛି ଦିନ ପୂର୍ବରୁ ଜିଓକୁ ପୁରିଛି ଦୁଇ ବର୍ଷ । କମ ସମୟ ମଧ୍ୟରେ ହିଁ ଜିଓ ବିଶ୍ୱ ରେକର୍ଡ଼ କରିପାରିଛି । ଅଭୂତପୂର୍ବ ସଫଳତା ସହ ୨୧୫ ନିୟୁତରୁ ଅଧିକ ୟୁଜର ପାଇଛି । ତେବେ ଜିଓ ଉପଭୋକ୍ତାଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି । ଏବେଠାରୁ ଜିଓ ଫୋନରେ ଉପଲବ୍ଧ ହେବ ହ୍ୱାଟସଆପ୍ । ଗତ ମାସରେ…

ସେଲଫି ହେଲା କାଳ : ନଦୀରେ ଭାସିଗଲେ ୨ ଯୁବକ

କନକ ବ୍ୟୁରୋ : ଏବେ ଚାଲିଛି ସେଲଫି ଯୁଗ । କୌଣସି ସ୍ଥାନକୁ ଗଲେ କେହି ସେଲଫି ନେବା ପାଇଁ ଭୁଲିନଥାନ୍ତି । କିନ୍ତୁ ସେହି ସେଲଫି ବେଳେ ବେଳେ ସାଜିଥାଏ ମୃତ୍ୟୁର କାରଣ । ଆପଣ ଶୁଣିଥିବେ ସେଲଫି ନିଶାରେ କେତେବେଳେ ନଦୀରେ ଭାସଗଲେଣି ତ କେତେବେଳ ହିଂସ୍ରଜନ୍ତୁ କବଳରେ ପଡ଼ୁଛି ଜୀବନ । ତଥାପି…

ଭିଡିଓ ଜାରି କରି ସଫେଇ ରଖିଲେ ପିଏନବି ସ୍କାମର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି : କହିଲେ, ସମସ୍ତ ଅଭିଯୋଗ…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି । ଏକ ଭିଡିଓ ଜାରି କରି ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେହୁଲ । ଏହାସହ ବେଆଇନ ଭାବେ ଇଡି ତାଙ୍କର ସମସ୍ତ ସମ୍ପତି ଜବତ କରିଥିବା ସେ ଅଭିଯୋଗ…